Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ପାକିସ୍ତାନରେ ଦୁଇ ଭାରତୀୟ ଉଚ୍ଚ ଆୟୋଗ ଅଧିକାରୀ ନିଖୋଜ

15/06/2020 at 11:38 AM

ନୂଆଦିଲ୍ଲୀ ୧୫/୦୬ : ପାକିସ୍ତାନରେ ଭାରତୀୟ ଉଚ୍ଚ ଆୟୋଗ ସହ ଜଡିତ ଦୁଇ ଅଧିକାରୀ ନିଖୋଜ ଥିବା ଖବର ସାମ୍ନାକୁ ଆସିଛି | ୨ ଭାରତୀୟ ଅଧିକାରୀ ଗତ ଦୁଇ ଘଣ୍ଟା ହେଲା ନିଖୋଜ ଥିବା କୁହାଯାଉଛି | ଭାରତୀୟ ଅଧିକାରୀ ନିଖୋଜ ଥିବା ମାମଲା ପାକିସ୍ତାନ ଅଧିକାରୀଙ୍କ ସମ୍ମୁଖରେ ଉଠାଯାଇଛି |

ସମାଚାର ଏଜେନ୍ସି ଏଏନଆଇ ଏ ସମ୍ପର୍କରେ ସୂଚନା ଦେଇଛି | ଦୁଇ ଅଧିକାରୀ ସକାଳ ୮ଟା ରୁ ନିଖୋଜ ଅଛନ୍ତି | ୨ ଭାରତୀୟ ଅଧିକାରୀ ନିଖୋଜ ହେବା ଘଟଣା ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ନୂଆଦିଲ୍ଲୀରେ କିଛି ଦିନ ପୂର୍ବରୁ ପାକିସ୍ତାନ ଉଚ୍ଚ ଆୟୋଗ ଦୁଇ ଅଧିକାରୀଙ୍କୁ ଜାସୁସି ଅଭିଯୋଗରେ କାବୁ କରାଯାଇଥିଲା | ଏହାପରେ ଦୁଇ ପାକିସ୍ତାନୀ ଅଧିକାରୀଙ୍କୁ ପାକିସ୍ତାନ ପଠାଇ ଦିଆଯାଇଥିଲା |

   Related Posts