ଭୟାବହ ଅଗ୍ନିକାଣ୍ଡ ; ଜଳିଗଲା ଦୁଇ ବଖରା ଘର, ୭ ଗୋରୁ ଜୀବନ୍ତ ଦଗ୍ଧ
29/11/2018 at 10:03 AM

ବ୍ରହ୍ମଗିରି ୨୯|୧୧: ବ୍ରହ୍ମଗିରି ଥାନା ହାଣ୍ଡିଆଳି ଗାଁରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର । ୭ ଗୋରୁ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୫ଟି ଗୋରୁ ଗୁରୁତର ହୋଇଛନ୍ତି । ଗତକାଲି ରାତି ୩ଟା ସମୟରେ ଆଖରୀ ବେହେରା ଙ୍କ ଘରେ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବାର କାରଣ ଜଣା ପଡିନି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ଅଗ୍ନିଶମବାହିନୀ ।
Related Posts
ଝାରସୁଗୁଡା: ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
24 January 2021