Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଫୁଲ ତୋଳୁ ତୋଳୁ ନଦୀରେ ବୁଡି ଗଲେ ୨ ଯୁବତୀ : ଜଣେ ଉଦ୍ଧାର

18/08/2019 at 10:21 AM

ନିଶ୍ଚିନ୍ତକୋଇଲି ୧୮/୮: ପାଇକା ନଦୀରେ ବୁଡି ୨ ଯୁବତୀ ମୃତ । ଅନ୍ୟ ଜଣେ ଯୁବତୀ ଉଦ୍ଧାର । ସମସ୍ତେ ଯୁକ୍ତ ଦୁଇର ଛାତ୍ରୀ । କଟକ ମହାଳହାଟ ଫାଣ୍ଡି ଅନ୍ତର୍ଗତ ସଫିପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଖୁଦୁରୁକୁଣୀ ଓଷା ପାଇଁ ଫୁଲ ତୋଳିବାକୁ ଯାଇଥିବା ବେଳେ ଅଘଟଣ ଘଟିଛି ।

ଗୋଡ ଖସିଯିବାରୁ ଏମାନେ ନଦୀରେ ବୁଡି ଯାଇଥିଲେ । ମୃତକ ହେଲେ ସଫିପୁର ଗାଁର ଧୀରେନ୍ଦ୍ର ଦାସଙ୍କ ଝିଅ ସୁଜାତା ଓ ପ୍ରଦୀପ ଦାସଙ୍କ ଝିଅ ସୁମନ । ଉଭୟଙ୍କୁ ଗ୍ରାମବାସୀ ଉଦ୍ଧାର କରି ରଘୁନାଥପୁର ମେଡିକାଲକୁ ଆଣିଥିଲେ । ହେଲେ  ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

   Related Posts