ପାଣି ସୁଅରେ ଭାସି ଯାଉଥିବା ୨ ମହିଳାଙ୍କୁ ଉଦ୍ଧାର କଲେ ୩ ଯୁବକ
21/07/2018 at 1:33 PM

ଜୀବନକୁ ବାଜି ଲଗାଇ ନଦୀକୁ ଡେଇଁ ଭାସିଯାଉଥିବା ୨ ଜଣ ମହିଳାଙ୍କୁ ଉଦ୍ଧାର କରି ୩ ଜଣ ଯୁବକ ସାହାସୀକତାର ପରିଚୟ ଦେଇଛନ୍ତି । ଏହି ସାହାସୀ ଯୁବକ ମାନେ ହଲେ କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକର ଆଲାମୀ ପଂଚାୟତର ମାର୍ଦ୍ଦଜେ ଗ୍ରାମର କେଶବ କହଁର, ସମୀର କହଁର ଓ ଶିବାନନ୍ଦ କହଁର। ସାଲକୀ ନଦୀରେ ଗାଧୋଉଥିବା ବେଳେ ପ୍ରଖର ସ୍ରୋତରେ ଭାସିଯାଇଥିଲେ ସେହି ମାର୍ଦ୍ଦଜେ ଗ୍ରାମର ୨ ଜଣ ମହିଳା। ଯୁବକ ମାନଙ୍କ ସାହାସୀକତା ପାଇଁ ବଂଚିଯାଇଥିଲା ଦୁଇଟି ଜୀବନ।
Related Posts
ନନ୍ଦନକାନନ: ଜଗୁଳିଆଙ୍କ ମାଡରେ ରେଞ୍ଜରଙ୍କ ପୁଅ ଆହତ
26 January 2021
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021