Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ପାରାଦୀପରେ ବନ୍ଦରରେ ଲାଗିଲା ଦୁଇଟି ଯୁଦ୍ଧ ଜାହାଜ

24/11/2018 at 10:29 AM

ଜଗତସିଂହପୁର ୨୪/୧୧: ଯୁଦ୍ଧ ଜାହାଜ ନୌସେନା ଦିବସ ଉପଲକ୍ଷେ ପାରାଦୀପ ଵନ୍ଦରରେ ଲାଗିଲା ନୌସେନାର ଦୁଇଟି ଯୁଦ୍ଧ ଜାହାଜ । ଆଇ ଏନ ଏସ ସୁମେଧା ଓ ଆଇ ଏନ ଏସ ତିହାୟୁ  ଯୁଦ୍ଧ ଜାହାଜକୁ ଦେଖିଵାପାଇଁ ନୌସେନା ପକ୍ଷରୁ ସର୍ଵସାଧାରଣ ମାନଙ୍କ ପାଇଁ ଵ୍ୟଵସ୍ଥା କରାଯାଇଛି। ସୁରକ୍ଷା ପାଇଁ ବ୍ୟାପକ ଵ୍ୟଵସ୍ଥା ହୋଇଛି। ଏଥିରେ ବିଭିନ୍ନ ଯୁଦ୍ଧ ଉପକରଣମାନ ରହିଛି । ବିଭିନ୍ନ ସମୟରେ ବାହ୍ୟ ଶତ୍ରୁକୁ ମୁକାବିଲା କରିବାରେ ଏହି ୨ଟି ଜାହାଜର ଭୂମିକା ଅବର୍ଣ୍ଣନୀୟ । ସାଧାରଣ ଲୋକଙ୍କୁ ନୌସେନାର ବୀର ଜବାନମାନଙ୍କ ସାହସିକତା  ଓ ଜାହାଜ ସମ୍ପର୍କରେ ଅବଗତ କରାଇଛି ନୌସେନା ବିଭାଗ ।

   Related Posts