Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଋଣ ଦେବା ବାହାନାରେ ଲୋକଙ୍କୁ ଠକୁଥିଲେ ନକଲି ବ୍ୟାଙ୍କ ଅଧିକାରୀ, ଯାଞ୍ଚ ପରେ ଗିରଫ

27/10/2021 at 6:44 PM

ଭୋପାଲ ୨୭/୧୦ : ମଧ୍ୟପ୍ରଦେଶର ଶାହଦୋଲ ଜିଲ୍ଲାରେ ବ୍ୟାଙ୍କ ଅଧିକାରୀ ଭାବେ ଦୁଇଜଣ ବ୍ୟକ୍ତି ରୁଣ ଦେବାକୁ ଦାବି କରିଥିଲେ। ଏହା ପରେ ସେ ସାଧାରଣ ଲୋକଙ୍କ ସହ ଛଳନା କରି ଟଙ୍କା ଲୁଟି ନେଇଥିଲେ। ଏଭଳି ନକଲି ବ୍ୟାଙ୍କ ଅଧିକାରୀଙ୍କୁ ପୋଲିସ ଗିରଫ କରିଛି। ମଙ୍ଗଳବାର ପୋଲିସ ସୂତ୍ରରୁ ଏହି ସୂଚନା ଦିଆଯାଇଛି ।

ସ୍ଥାନୀୟ ପୋଲିସ ଦୁଇଜଣ ଅଭିଯୁକ୍ତ ସୁମିତ୍ରା ଦାସ ଓ ଅନୋଜ ଶୁକ୍ଲାଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ଦୁଇଜଣ ଷ୍ଟେଟ ବ୍ୟାଙ୍କର ନକଲି ଅଧିକାରୀ ଭାବରେ ନିଜକୁ ପରିଚୟ ଦେଇ ରୁଣ ଦେବା ନାଁରେ ଟଙ୍କା ନେଉଥିଲେ। ସମ୍ପୃକ୍ତ ଅଭିଯୁକ୍ତମାନେ ଅଭିଯୋଗକାରୀ ଆକାଶ ଜୟୱାଲଙ୍କୁ ରୁଣ ଦେବେ କହି ୩୫ ହଜାର ଟଙ୍କା ଲାଞ୍ଚ ନେଇଥିଲେ। ତଦନ୍ତ ପରେ ମଙ୍ଗଳବାର ଦିନ ପୋଲିସ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।

   Related Posts