ବିସ୍ଫୋରକ ବୋଝେଇ ୨ଟି ଟ୍ରକ୍ ଜବତ ; ୨ଅଭିଯୁକ୍ତ ଅଟକ

Published By : Prameya-News7 Bureau | December 22, 2018 IST

କୋରାପୁର ୨୨|୧୨: ବିସ୍ଫୋରକ ଟ୍ରକ ଜବତ । ଆନ୍ଧ୍ରରୁ ସେମିଳିଗୁଡା ଚାଲାଣ ହେଉଥିବା ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ବୋଝେଇ ୨ଟି ଗାଡି ଜବତ କରାଯାଇଛି । ବେଆଇନ ବିସ୍ଫୋରକ ଚାଲାଣ ଅଭିଯୋଗରେ ସେମିଳିଗୁଡାର ୩ ଓ ଆନ୍ଧ୍ରର ୨ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଏହି ଦୁଇଟି ବିସ୍ପୋରକ ବୋଝେଇ ଟ୍ରକକୁ ଧରିଲା ପଟାଙ୍ଗି ପୁଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.