ମାର୍ଚ୍ଚ ୭ରୁ +୨ ପରୀକ୍ଷା ଆରମ୍ଭ, ଜାଣନ୍ତୁ କେଉଁଦିନ ଅଛି କେଉଁ ପରୀକ୍ଷା
13/12/2018 at 6:10 PM

ଭୁବନେଶ୍ବର୧୩/୧୨: ଆସନ୍ତା ବର୍ଷ ମାର୍ଚ ୭ରେ +୨ ପରୀକ୍ଷା ଆରମ୍ଭ ହେଉଛି। ଜାନୁଆରୀ ୨୮ରୁ ଫେବ୍ରୁଆରୀ ୮ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷାଚାଲିବ। ମାର୍ଚ୍ଚ ୭ରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ମାତୃଭାଷା ପରୀକ୍ଷାହେବ। ମାର୍ଚ୍ଚ ୮ରେ କଳା ବିଭାଗର ପରୀକ୍ଷା ଆରମ୍ଭହେବ। ମାର୍ଚ୍ଚ ୩୦ରେ ପରୀକ୍ଷା ସରିବ। ଥିଓରି ପରୀକ୍ଷା ପୂର୍ବରୁ ପ୍ରାକ୍ଟିକାଲ ପରୀକ୍ଷା ସରିବ।
Related Posts
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021