Sunday, January 20, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାର୍ଚ୍ଚ ୭ରୁ +୨ ପରୀକ୍ଷା ଆରମ୍ଭ, ଜାଣନ୍ତୁ କେଉଁଦିନ ଅଛି କେଉଁ ପରୀକ୍ଷା

ଭୁବନେଶ୍ବର୧୩/୧୨: ଆସନ୍ତା ବର୍ଷ ମାର୍ଚ ୭ରେ +୨ ପରୀକ୍ଷା ଆରମ୍ଭ ହେଉଛି। ଜାନୁଆରୀ ୨୮ରୁ ଫେବ୍ରୁଆରୀ ୮ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷାଚାଲିବ। ମାର୍ଚ୍ଚ ୭ରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ମାତୃଭାଷା ପରୀକ୍ଷାହେବ। ମାର୍ଚ୍ଚ ୮ରେ କଳା ବିଭାଗର ପରୀକ୍ଷା ଆରମ୍ଭହେବ। ମାର୍ଚ୍ଚ ୩୦ରେ ପରୀକ୍ଷା ସରିବ। ଥିଓରି ପରୀକ୍ଷା ପୂର୍ବରୁ ପ୍ରାକ୍ଟିକାଲ ପରୀକ୍ଷା ସରିବ।

663 Views

   You May Also Like