Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଆସନ୍ତା ୮ରୁ ଆରମ୍ଭ ହେବ +୨ ଖାତା ଦେଖା

4/04/2019 at 9:49 AM

ଭୁବନେଶ୍ବର ୪/୩: ଆସନ୍ତା ୮ରୁ ଆରମ୍ଭ ହେବ +୨ ଖାତା ଦେଖା । ଏପ୍ରିଲ ଶେଷ ସୁଦ୍ଧା ମୂଲ୍ୟାୟନ ଶେଷ କରି ମେ ତୃତୀୟ ସପ୍ତାହରେ ବିଜ୍ଞାନ ଓ ଜୁନ୍  ପ୍ରଥମ ସପ୍ତାହ ସୁଦ୍ଧା କଳା, ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି । ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ମୂଲ୍ୟାୟନ କରାଯିବ । ପ୍ରଥମେ ପରୀକ୍ଷା ହୋଇଥିବା ବିଷୟ ଗୁଡ଼ିକ ଆଗ ମୂଲ୍ୟାୟନ କରାଯିବ । ଦ୍ବିତୀୟ ପର୍ଯ୍ୟାୟରେ ଅନ୍ୟ ବିଷୟ ଗୁଡ଼ିକର ମୂଲ୍ୟାୟନ ହେବ । 

ଉଭୟ ଅନ୍ ଲାଇନ୍  ଓ ଅଫ୍ ଲାଇନ୍ ରେ ପରୀକ୍ଷା ଖାତା ମୂଲ୍ୟାୟନ କରାଯିବ । ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାର ସମସ୍ତ ବିଷୟ ଅନ୍ ଲାଇନ୍ ରେ ଏବଂ କଳା, ଧନ୍ଦାମୂଳକ ପାଠ୍ୟକ୍ରମର ସମସ୍ତ ବିଷୟ ଅଫ୍ ଲାଇନ୍ ରେ ମୂଲ୍ୟାୟନ କରାଯିବ ।ମୋଟ ୫୮ଟି କେନ୍ଦ୍ରରେ ଅଫ୍ ଲାଇନ୍ ରେ  ଓ ୩୬ଟି କେନ୍ଦ୍ରରେ ଅନ୍ ଲାଇନ୍ ରେ ମୂଲ୍ୟାୟନ ହେବା ନେଇ ବୁଧବାର ପରିଷଦର ବରିଷ୍ଠ ପଦାଧିକାରୀଙ୍କୁ ନେଇ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି । 

   Related Posts