Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଅସ୍ତରଙ୍ଗ ସମୁଦ୍ରରେ ବୁଡ଼ି ୨ ଇଞ୍ଜିନିୟରିଙ୍ଗ ଛାତ୍ରଙ୍କ ମୃତ୍ୟୁ : ଜଣେ ନିଖୋଜ

20/01/2019 at 3:11 PM

ପୁରୀ ୨୦/୧: ଅସ୍ତରଙ୍ଗ ଜାହାନିଆ ସମୁଦ୍ରରେ ଅଘଟଣ ଘଟିଛି । ଗାଧୋଇବା ବେଳେ ପାଣିରେ ବୁଡିଗଲେ ୪ଜଣ ଇଞ୍ଜିନିୟରିଙ୍ଗ୍ ଛାତ୍ର । ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଅଗ୍ନିଶମବାହିନୀ ଉଦ୍ଧାର କରିଥିବାବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ଜଣେ ଛାତ୍ର ନିଖୋଜ ଅଛନ୍ତି।

ମୃତ ୨ଛାତ୍ର ହେଲେ ଅମିତ ପ୍ରଧାନ ଏବଂ ଅବିନାଶ ପ୍ରଧାନ। ୨ଜଣ ଛାତ୍ର ସିଲିକନ୍ ଇଞ୍ଜିନିୟରିଙ୍ଗ୍ କଲେଜରେ ପଢ଼ୁଥିଲେ।ନିଖୋଜ ଛାତ୍ରଙ୍କୁ ଖୋଜିବାରେ ଲାଗିଛି ଅଗ୍ନିଶମ ବାହିନୀ।

   Related Posts