Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ପୁଣି କଫ ସିରପ ଜବତ : ୨ ଅଟକ, ଜଣେ ଫେରାର୍

9/03/2020 at 11:23 AM

ଝାରସୁଗୁଡ଼ା ୯/୩: ପୁଣି ଜବତ ହେଲା କଫ ସିରପ । ଝାରସୁଗୁଡା ମଙ୍ଗଳ ବଜାର ନିକଟସ୍ଥ ମିଲତ କଲୋନୀରେ ଚଢାଉ କରି ୨୦୦ରୁ ଅଧିକ ବୋତଲ କଫସିରଫ ଜବତ ହୋଇଛି । ଏହା ସହ ଜଣେ ମହିଳାଙ୍କ ସହ ୨ ଜଣଙ୍କୁ ଅଟକ ରଖିଛି ଝାରସୁଗୁଡା ଟାଉନ ଥାନା ପୋଲିସ ।

ତେବେ ଆଉ ଜଣେ ଫେରାର୍ ହୋଇଯାଇଥିବା ଜଣାପଡିଛି । ବେଆଇନ କଫ ସିରପ କାରବାର ନେଇ ନ୍ୟୁଜ7ର ଷ୍ଟିଙ୍ଗ ଅପରେସନ କରିଥିଲା । ଏହା ପରେ ଆକ୍ସନକୁ ଆସିଛି ପୋଲିସ । ଓଡିଶାର ବିଭିନ୍ନ ସ୍ଥାନରୁ କପସିରଫ ଜବତ ହୋଇଥିବା ବେଳେ ଅନେକଙ୍କୁ ଗିରଫ କରାଯାଇଛି ।

   Related Posts