ଟ୍ରକ ଧକ୍କାରେ ମାଆ ଓ ଝିଅ ମୃତ
1/10/2019 at 7:24 PM

ବାଲେଶ୍ୱର ୦୧।୧୦- ଟ୍ରକ ଧକ୍କାରେ ମା-ଝିଅ ମୃତ। ମୃତକମାନେ ହେଲେ ରୁପସା ଥାନା ଆଗ୍ରିଆ ଗ୍ରାମର ରାଧାକୃଷ୍ଣ ପରିଡାଙ୍କ ସ୍ତ୍ରୀ ଅନୁପମା ପରିଡା ଓ ତାଙ୍କ ଝିଅ ।
ସୂଚନା ଅନୁସାରେୀ ଯୁକନଣ୍ଡି ଠାରେ ଥିବା ଦୋକାନରୁ ଚା ପିଇ ସ୍ବାମୀ ସ୍ତ୍ରୀ ଏବଂ ଝିଅ ବାଇକରେ ଘରକୁ ଯାଉଥିଲେ ,ରାସ୍ତା ଉପରକୁ ଉଠିବା ପରେ ସାମ୍ନାରୁ ଆସୁଥିବା ଟ୍ରକର ଲାଇଟ ପଡିବାରୁ ରାଧାକୃଷ୍ଣ ବ୍ରେକ ମାରଥିଲେ ।ଏତିକି ବେଳେ ମା ଝିଅ ଗାଡିରୁ ଛିଟିକି ରାସ୍ତା ଉପରେ ପଡିଯାଇଥିଲ୍,ଫଳରେ ଆଗରୁ ଆସୁଥିବା ଟ୍ରକ ତାଙ୍କ ଉପରେ ଚଢିଯାଇଥିଲା.ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଯାଇଛି ।
Related Posts
୨୪ କେଜି ଚୋରା ଗଞ୍ଜେଇ ଜବତ, ନିଶା ବେପାରୀ ଗିରଫ
25 February 2021
ଜଙ୍ଗଲରୁ କୁଟାରୀ ମାଂସ ଓ ଚମଡା ଜବତ, ଶିକାରୀ ଫେରାର
25 February 2021
ସ୍କର୍ପିଓ ଏବଂ ବୋଲେରୋ ମୁହାଁମୁହିଁ ଧକ୍କା, ୬ ଗୁରୁତର
25 February 2021