Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ଟ୍ରକ ଧକ୍କାରେ ମାଆ ଓ ଝିଅ ମୃତ

1/10/2019 at 7:24 PM

ବାଲେଶ୍ୱର ୦୧।୧୦- ଟ୍ରକ ଧକ୍କାରେ ମା-ଝିଅ ମୃତ। ମୃତକମାନେ ହେଲେ ରୁପସା ଥାନା ଆଗ୍ରିଆ ଗ୍ରାମର ରାଧାକୃଷ୍ଣ ପରିଡାଙ୍କ ସ୍ତ୍ରୀ ଅନୁପମା ପରିଡା ଓ ତାଙ୍କ ଝିଅ ।


ସୂଚନା ଅନୁସାରେୀ ଯୁକନଣ୍ଡି ଠାରେ ଥିବା ଦୋକାନରୁ ଚା ପିଇ ସ୍ବାମୀ ସ୍ତ୍ରୀ ଏବଂ ଝିଅ ବାଇକରେ ଘରକୁ ଯାଉଥିଲେ ,ରାସ୍ତା ଉପରକୁ ଉଠିବା ପରେ ସାମ୍ନାରୁ ଆସୁଥିବା ଟ୍ରକର ଲାଇଟ ପଡିବାରୁ ରାଧାକୃଷ୍ଣ ବ୍ରେକ ମାରଥିଲେ ।ଏତିକି ବେଳେ ମା ଝିଅ ଗାଡିରୁ ଛିଟିକି ରାସ୍ତା ଉପରେ ପଡିଯାଇଥିଲ୍,ଫଳରେ ଆଗରୁ ଆସୁଥିବା ଟ୍ରକ ତାଙ୍କ ଉପରେ ଚଢିଯାଇଥିଲା.ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଯାଇଛି ।

   Related Posts