ପିକ୍ଅପ୍ ଭ୍ୟାନ ଧକ୍କାରେ ବାପ -ଝିଅ ମୃତ
28/10/2019 at 3:58 PM

ଭଦ୍ରକ ୨୮।୧୦ – ଭଦ୍ରକ ତ୍ରିଶୁଳପୁରଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏକ ପିକ୍ଅପ୍ ଭ୍ୟାନ ଧକ୍କାରେ ବାପ ଓ ଝିଅଙ୍କର ମୃତ୍ୟୁ ହୋଇଛି । ମୃତକମାନଙ୍କର ପରିଚୟ ମିଳି ପାରି ନାହିଁ ।
ଏହି ଘଟଣାପରେ ସେଠାରେ ଉତ୍ତେଜନା ଦେଖା ଦେଇଛି ।
Related Posts
ଘଡଘଡି ସହ ବର୍ଷା, ୧୬ ଜିଲ୍ଲାକୁ ଆଲର୍ଟ କଲେ ପାଣିପାଗ ବିଭାଗ
18 April 2021