ମର୍ମନ୍ତୁଦ ସଡକ ଦୁର୍ଘଟଣା : ଅଜଣା ଗାଡି ଧକ୍କାରେ ଦୁଇ ମୃତ, ଜାତୀୟ ରାଜପଥ ଅବରୋଧ

Published By : Prameya-News7 Bureau | April 12, 2019 IST

ଖଲ୍ଲିକୋଟ ୧୨|୪ : ବ୍ରହ୍ମପୁର-ଭୁବନେଶ୍ବର ୫ନମ୍ବର ଜାତୀୟ ରାଜପଥ ଖଲ୍ଲିକୋଟ ନିକଟସ୍ଥ ଅଗସ୍ତି ନୂଆଗାଁ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଅଜଣା ଗlଡି ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।

{"id":102838}

ମୃତକ ଦୁଇ ଜଣ ହେଲେ ଗଞ୍ଜାମ ଥାନା ଅନ୍ତର୍ଗତ ତେଲୁଗୁ ନୂଆଗାଁର ପିଣ୍ଟୁ ଦାଶ ଓ ଗମା ଦାଶ । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ରାସ୍ତା ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକ । ରାସ୍ତାରେ ଉଭୟ ପାର୍ଶ୍ବରେ ଶହ ଶହ ସଂଖ୍ୟାରେ ଗାଡି ଅଟକି ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତଲୋକଙ୍କୁ ବୁଝାସୁଝା କରୁଛି ।

{"id":102839}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.