ଭାରସାମ୍ୟ ହରାଇ ହମ୍ପସରେ ପିଟିହେଲା ବାଇକ୍ : ଦୁଇ ସାଙ୍ଗଙ୍କ ମୃତ୍ୟୁ
20/10/2019 at 8:29 AM

ବାଲେଶ୍ବର ୨୦/୧୦: ସୋର ୧୬ନଂ ଜାତୀୟ ରାଜପଥ ସିମଳିଆ ଥାନା ମାର୍କଣ୍ଡ ହମ୍ପସ ଠାରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୨ ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ମାର୍କୋଣା ଗାଁର ଚନ୍ଦ୍ରିକା ବିଶ୍ୱକର୍ମା ପୁଅ ଶନି ବିଶ୍ୱକର୍ମା । ଅନ୍ୟ ଜଣେ ନିମ ଗଡିଆର ଶୁକ୍ରା ସିଂଙ୍କ ପୁଅ ଜଗନ୍ନାଥ ବୋଲି ଜଣାପଡିଛି ।

ଦୃତ ଗତିରେ ଆସୁଥିବାରୁ ହମ୍ପସରେ ପିଟି ହୋଇ ଏମାନଙ୍କ ମୃତ୍ୟୁ ହୋଇଛି । ଗାଁରୁ ଯାତ୍ରା ଦେଖି ମାର୍କେଟ ଆସୁଥିବା ବେଳେ ଭୋର ୩ଟାରେ ସମୟରେ ଏହି ଦୁର୍ଘଟଣା ଘଟିଛି। ମାର୍କଣ୍ଡ ପୋଲିସ ଶବ ଜବତ କରି ତଦନ୍ତ କରୁଛି ।

Related Posts
ମୋବାଇଲ୍ ଚୋରକୁ ଧରି ନିର୍ଧୁମ ଛେଚିଲେ ଗ୍ରାମବାସୀ
8 March 2021
ଆହତ ଅବସ୍ଥାରେ ଝିଙ୍କ ଉଦ୍ଧାର, ଓୟୁଏଟିରେ ଚାଲିଛି ଚିକିତ୍ସା
8 March 2021