Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚଣ୍ଡିଖୋଲ : ଅଜଣା ଗାଡି ଧକ୍କାରେ ହୋମ୍‌ଗାର୍ଡଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ଏକତରଫା ପ୍ରେମରୁ ଗଲା ଜୀବନ, ଯୁବତୀଙ୍କ ଗଳା କାଟିଦେଲା ପ୍ରେମିକ, ଆକ୍ରମଣରେ ଯୁବତୀଙ୍କ ମା’ ମୃତ
  • ||
  • ଢେଙ୍କାନାଳ : ୩ଦିନ ହେଲା ଜଳୁଛି ଜଙ୍ଗଲ, ଲକ୍ଷ ଲକ୍ଷ ଗଛ ପୋଡି ପାଉଁଶ, ଭୟରେ ଜଙ୍ଗଲ ଛାଡି ପଳାଉଛନ୍ତି ବନ୍ୟଜନ୍ତୁ
  • ||
  • ଢେଙ୍କାନାଳ : କପିଳାଶ, ସପ୍ତଶଯ୍ୟା ଓ ମହିମା ଗାଦି ସମେତ ୬ଟି ପର୍ଯ୍ୟଟନସ୍ଥଳୀର ହେବ ସଂଯୋଗୀକରଣ
  • ||
  • ସ୍ୱିଜରଲାଣ୍ଡରେ ସର୍ବସାଧାରଣ ସ୍ଥାନରେ ବୁର୍ଖା ପିନ୍ଧିବା ମନା ! ମତଦାନ ଦ୍ୱାରା ନିଆଗଲା ନିଷ୍ପତ୍ତି
  • ||
  • ରାଫେଲ୍ ତିଆରି କରିଥିବା କମ୍ପାନୀର ମାଲିକ ମୃତ, ହେଲିକପ୍ଟର ଦୁର୍ଘଟଣାରେ ହାରିଲେ ଜୀବନ
  • ||
  • ଆଜିଠୁ ବଢିବ ତାତି, ଆଭ୍ୟନ୍ତରୀଣ ଓଡିଶାରେ ଅନୁଭୂତ ହେବ ଅସହ୍ୟ ଗରମ
  • ||
  • ଟିକା ନେବା ପରେ କୋଭିଡ୍ ପଜିଟିଭ୍ ହେଲେ ଭିଜିଲାନ୍ସ ଏସପି
  • ||

ଭାରସାମ୍ୟ ହରାଇ ହମ୍ପସରେ ପିଟିହେଲା ବାଇକ୍ : ଦୁଇ ସାଙ୍ଗଙ୍କ ମୃତ୍ୟୁ

20/10/2019 at 8:29 AM

ବାଲେଶ୍ବର ୨୦/୧୦: ସୋର ୧୬ନଂ ଜାତୀୟ ରାଜପଥ ସିମଳିଆ ଥାନା ମାର୍କଣ୍ଡ ହମ୍ପସ ଠାରେ ମର୍ମନ୍ତୁଦ ଦୁର୍ଘଟଣା ।  ଦୁର୍ଘଟଣାରେ ୨ ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ମାର୍କୋଣା ଗାଁର ଚନ୍ଦ୍ରିକା ବିଶ୍ୱକର୍ମା ପୁଅ ଶନି ବିଶ୍ୱକର୍ମା । ଅନ୍ୟ ଜଣେ ନିମ ଗଡିଆର ଶୁକ୍ରା ସିଂଙ୍କ ପୁଅ ଜଗନ୍ନାଥ ବୋଲି ଜଣାପଡିଛି ।

ଦୃତ ଗତିରେ ଆସୁଥିବାରୁ ହମ୍ପସରେ ପିଟି ହୋଇ ଏମାନଙ୍କ ମୃତ୍ୟୁ ହୋଇଛି ।  ଗାଁରୁ ଯାତ୍ରା ଦେଖି ମାର୍କେଟ ଆସୁଥିବା ବେଳେ ଭୋର ୩ଟାରେ ସମୟରେ ଏହି ଦୁର୍ଘଟଣା ଘଟିଛି। ମାର୍କଣ୍ଡ ପୋଲିସ ଶବ ଜବତ କରି ତଦନ୍ତ କରୁଛି ।  

   Related Posts