ରେଳ ଧାରଣାରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର
21/06/2018 at 6:34 AM

କୋଟପାଡ଼ ଥାନା ଅନ୍ତର୍ଗତ କୁସୁମୀ ରେଳ ଷ୍ଟେସନ ନିକଟରୁ ମିଳିଛି ଯୁବତୀ ଯୁବତୀଙ୍କ ମୃତଦେହ | ମୃତ ଯୁବକ ଯୁବତୀଙ୍କ ପରିଚୟ ମିଳିପାରିନାହିଁ | ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି | ଘଟଣାସ୍ଥଳରେ ଜୟପୁର ପୋଲିସର ତଦନ୍ତ ଆରମ୍ଭ ହୋଇଛି |
Related Posts
ଅବକାରୀ ଚଢ଼ାଉ, ଚୋରା ଦେଶୀ ମଦ ସହିତ ମହିଳା ଗିରଫ
4 March 2021