ଭଦ୍ରକରେ ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ; ୨ଜଣ ମୃତ, ଜଣେ ଗୁରୁତର

Published By : Prameya-News7 Bureau | November 26, 2018 IST

ଚାନ୍ଦବାଲି ୨୬|୧୧:  ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ପିରାହାଟ କାନପୁର ଘୁସୁରା ନିକଟରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ତେନ୍ତୁଳିଡିହି ଗଁ।ର ପିଣ୍ଟୁ ସାହୁ । ଗୁରୁତର ଶୈଳେନ୍ଦ୍ର ବେହେରା କଟକ ମେଡିକାଲ ସ୍ଥାନାନ୍ତରିତ ହୋଇଛନ୍ତି । ସେହିପରି ଦିଗଛିଆ ବଜାର ନିକଟରେ ଖେରଙ୍ଗ ଗଁ।ର ପ୍ରଦୀପ ମାଝୀଙ୍କର ମଧ୍ୟ ଦୁର୍ଘଟଣାର ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.