ଦୁଇ ବାଇକ ମୁହାଁ-ମୁହିଁ ଧକ୍କା,୨ ମୃତ ୩ ଗୁରୁତର

Published By : Prameya-News7 Bureau | October 28, 2019 IST

ନୂଆପଡ଼ା ୨୮/୧୦: ଦୁଇଟି ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଧରମବନ୍ଧା ପୋଲିସ ଉଦ୍ଧାର କରି ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛି। ଘଟଣାଟି ଘଟିଛି ଧରମବନ୍ଧା ଥାନା ଦୁଆରସନୀ ମନ୍ଦିର ପାଖରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.