ବାଇପାସ ରାସ୍ତା ପାଇଁ ଦୁଇ ଦିନିଆ ବଲାଙ୍ଗୀର ବନ୍ଦ ଡାକରା ସରିଛି

Published By : Prameya-News7 Bureau | August 10, 2018 IST

ବଲାଙ୍ଗୀର ୧୦/୮ :- ବାଇପାସ ରାସ୍ତା ପାଇଁ ଦୁଇ ଦିନିଆ ବଲାଙ୍ଗୀର ବନ୍ଦ ଡାକରା ସରିଛି । ଦ୍ବିତୀୟ ଦିନରେ ବଜରଙ୍ଗ ଦଳ ବନ୍ଦ ଡାକରା ଦେଇଥିବା ବେଳେ ସାମିଲ ହେଲେ ବହୁ ସଂଗଠନ । ଦୁର୍ଘଟଣାରେ ମୃତକଙ୍କ ପାଇଁ କେଉଁଠି ରାସ୍ତା ଉପରେ ପୂଜା କରି ଶ୍ରଦ୍ଧାଞ୍ଜଳି ଦିଆଗଲା ତ ଆଉ କେଉଁଠି ପ୍ରେସମିଟ୍ କରି ବାଇପାସ ରାସ୍ତା ପାଇଁ ଦାବି ଜୋର ଧରିଲା । ତୁରନ୍ତ ବାଇପାସ ନିର୍ମାଣ ନହେଲେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.