Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାଇପାସ ରାସ୍ତା ପାଇଁ ଦୁଇ ଦିନିଆ ବଲାଙ୍ଗୀର ବନ୍ଦ ଡାକରା ସରିଛି

10/08/2018 at 3:56 PM

ବଲାଙ୍ଗୀର ୧୦/୮ :- ବାଇପାସ ରାସ୍ତା ପାଇଁ ଦୁଇ ଦିନିଆ ବଲାଙ୍ଗୀର ବନ୍ଦ ଡାକରା ସରିଛି । ଦ୍ବିତୀୟ ଦିନରେ ବଜରଙ୍ଗ ଦଳ ବନ୍ଦ ଡାକରା ଦେଇଥିବା ବେଳେ ସାମିଲ ହେଲେ ବହୁ ସଂଗଠନ । ଦୁର୍ଘଟଣାରେ ମୃତକଙ୍କ ପାଇଁ କେଉଁଠି ରାସ୍ତା ଉପରେ ପୂଜା କରି ଶ୍ରଦ୍ଧାଞ୍ଜଳି ଦିଆଗଲା ତ ଆଉ କେଉଁଠି ପ୍ରେସମିଟ୍ କରି ବାଇପାସ ରାସ୍ତା ପାଇଁ ଦାବି ଜୋର ଧରିଲା । ତୁରନ୍ତ ବାଇପାସ ନିର୍ମାଣ ନହେଲେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି ।

   Related Posts