Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ସେୟାର ବଜାରରେ ଟଙ୍କା ଡବଲ କରେଇଦେବାକୁ କହି ଠକେଇ, ୨ ଦଲାଲଙ୍କୁ ଗିରଫ କଲା ପୋଲିସ

29/11/2021 at 6:58 PM

ଭୁବନେଶ୍ବର ୨୯/୧୧ : ସେୟାର ବଜାରରେ ଟଙ୍କା ଡବଲ କରେଇଦେବାକୁ କହି ଠକେଇ କରିବା ଅଭିଯୋଗରେ ଦୁଇଜଣ ଠକଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ଦୁଇ ଠକ ହେଲେ ସୁଶାନ୍ତ ଗୌଡ଼ ଓ  ଶୁଭ୍ରାଂଶୁ ଶେଖର ପରିଡା । ୧୨ଲକ୍ଷ ଟଙ୍କା ଠକେଇ ନେଇ ଥାନାରେ ହୋଇଥିଲା ଅଭିଯୋଗ । ଦୁଇ ଠକଙ୍କୁ ଭୁବନେଶ୍ବର ବାହାରୁ ଗିରଫ କରିବାରେ ସକ୍ଷମ ହୋଇଛି ଲକ୍ଷ୍ମୀସାଗର ଥାନା ପୋଲିସ । ଏହା ସହିତ ଏହି ଗ୍ୟାଙ୍ଗ୍‌ରେ ଆଉ କେହି ଅଛନ୍ତି କି ନାହିଁ ସେ ନେଇ ଛାନ୍‌ଭିନ୍ ଚଳାଇଛି ପୋଲିସ ।

   Related Posts