Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ବାଇ ଉପରେ କିଙ୍ଗସ୍‌ର ବିଜୟ, ୯ ଓ୍ବିକେଟ୍‌ରେ ଜିତିଲା ପଞ୍ଜାବ
  • ||
  • ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ହେଲେ ପିପିଲି କଂଗ୍ରେସ ପ୍ରାର୍ଥୀ
  • ||
  • ମହାରାଷ୍ଟ୍ର ସ୍ଥିତି ସଙ୍ଗୀନ: ୨୪ ଘଣ୍ଟାରେ ୭୭୩ ମୃତ, ୬୬୮୩୬ ନୂଆ ସଂକ୍ରମିତ ଚିହ୍ନଟ
  • ||
  • ବିଶ୍ବକେତନ ହରିଚନ୍ଦନ ମହାପାତ୍ର ହେଲେ ପିପିଲି କଂଗ୍ରେସ ପ୍ରାର୍ଥୀ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||

ଖେଳନା ବନ୍ଧୁକ ଦେଖାଇ ଲୁଟ୍ –ଦୁଇ ଡକାୟତ ଗିରଫ

21/10/2019 at 5:17 PM

ବଲାଙ୍ଗୀର ୨୧।୧୦  – ବଲାଙ୍ଗୀରରେ ଲୁଟେରାଙ୍କ ଆତଙ୍କରାଜ୍ । ରବିବାର ବିଳମ୍ବିତ ରାତିରେ ଡକାୟତି କରୁଥିବା ବେଳେ ୨ ଡକାୟତଙ୍କୁ ଗିରଫ କରିଛି ପେ।ଲିସ ।ଭେ।ର ୪ଟା ବେଳେ ଗାଇସିଲଟ ବ୍ଲକର ରଞ୍ଜନ ବୁଡେକ ନାମକ ବ୍ୟକ୍ତି ରେଳଷ୍ଟେସନରୁ ଟାଉନ ଆସିବା ସମୟରେ ଏଫସିଆଇ ଗୋଦାମ ନିକଟରେ ଏହି ଗ୍ୟାଙ୍ଗ ତାଙ୍କୁ ଲୁଟ୍ କରିଥିଲେ । ଖେଳନା ବନ୍ଧୁକ ଦେଖାଇ ଭୟଭୀତ କରି ଲୁଟ୍ କରିଥିଲେ ।

 ତେବେ ଲୁଟ୍ ବେଳେ ପେଟ୍ର।ଲିଂ କରୁଥିବା ପିସିଆର ଭ୍ୟାନ ପହଞ୍ଚି ଦୁଇ ଜଣ ଡକାୟତଙ୍କୁ କାବୁ କରି କରିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ହେ।ଇଯାଇଥିଲେ । ଗିରଫ ଲୁଟେରା ହେଲେ ବ୍ରାହ୍ମଣ ପଡାର ପ୍ରେମ ବଗର୍ତ୍ତି ଓ ତାଲପାଲି ପଡାର ସୋମେନ୍ଦ୍ର ପାଲ ଓରଫ ବାପି । ସେମାନଙ୍କ ଠାରୁ ଖେଳଣା ବନ୍ଧୁକ ସହ ଗୋଟିଏ ହିରୋହୋଣ୍ଡା ବାଇକ, ୧୨ ଶହ ଟଙ୍କା ଓ ଦୁଇଟି ମୋବାଇଲ ଫୋନ ଜବତ ହେ।ଇଛି । ନିକଟରେ ଏହି ଗ୍ୟାଙ୍ଗ ଖେଳନା ବନ୍ଧୁକ ଦେଖାଇ ସ୍ଥାନୀୟ ବିଷ୍ନୁମୁଣ୍ଡା ଠାରେ ଆଠଗାଁର ବିଦ୍ୟାପତି ନାଗଙ୍କୁ ଲୁଟ୍ କରିଥିଲେ । ଏହା ପରେ ସହରରେ ନାଇଟ ପେଟ୍ରୋଲିଙ୍ଗ ବଢାଇବା ସହ ଜୋରଦାର ଧରପଗଡ କରୁଛି ପେ।ଲିସ ।

   Related Posts