ଫେସବୁକରେ ବନ୍ଧୁତା କରି ୮୭ ଲକ୍ଷଟଙ୍କା ଠକିନେଇଥିବା ଦୁଇ ସାଇବର ଠକଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

Published By : Prameya-News7 Bureau | February 05, 2019 IST

ଭୁବନେଶ୍ବର୫|୨; ଫେସବୁକରେ ବନ୍ଧୁତା କରି ଚତୁରତାର ସହ ତପନ ଦାସ ନାମକ ଜଣେ ବ୍ୟକ୍ତିଙ୍କଠାରୁ ୮୭ ଲକ୍ଷ ଟଙ୍କା ହଡପ କରି ନେଇଥିବା ଅଭିଯୋଗରେ ୨ଜଣ ସାଇବର ଠକଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଅଭିଯୋଗ କ୍ଦୁରମେ ଇଜଣ ସାଇବର ଠକ ହେଲେ ବିନୋଦ ସିଂ ଏବଂ ସଞ୍ଜୀବ କୁମାର । ଏମାନଙ୍କୁ ବାରିପଦା ଏସଡିଜେଏମଙ୍କ କୋର୍ଟରେ ହାଜର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.