ଚାଲିଛି ସାପ ଉଦ୍ଧାର ; ଆଜି ୨ଟି ନାଗ ଓ ଗୋଟିଏ ନାଗୁଣୀ ଉଦ୍ଧାର
24/06/2018 at 9:50 AM

ଧାମନଗର ପାଇକ ସାହି ପାଲଟିଛି ସାପଙ୍କ ଚରାଭୂଇଁ… ଆଜି ୩ଟି ବଡ ସାପ ଉଦ୍ଧାର ହୋଇଛି … ୨ଟି ନାଗ ଏବଂ ଗୋଟିଏ ନାଗୁଣୀ ଧରିଲେ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ…କାଲି ଉଦ୍ଧାର ହୋଇଥିଲା ୧୨୦ରୁ ଅଧିକ ସାପ ଛୁଆ ଏବଂ ୨୦ ଅଣ୍ଡା…
Related Posts
ଏମିତି ବି ଆସେ ମୃତ୍ୟୁ : ବାଇକରେ ଯାଉଥିଲା, ଉପରୁ ପଡିଲା ଗଛ
27 February 2021
ଅଳ୍ପକେ ବର୍ତ୍ତିଲେ ବିଏସଏଫ ଯବାନ, କମ୍ବିଂ ବେଳେ ବିପୁଳ ପରିମାଣର ବିସ୍ପୋରକ ଜବତ
27 February 2021