ଭୁବନେଶ୍ୱରରୁ ନିଖୋଜ ଭଦ୍ରକରୁ ଉଦ୍ଧାର

Published By : Prameya-News7 Bureau | June 25, 2018 IST

ଗତ ୧୬ ତାରିଖରେ ଭୁବନେଶ୍ୱର ଇନଫୋସିଟି ଥାନା ଅନ୍ତର୍ଗତ ଏକ ବସ୍ତିରୁ ୨ ଜଣ ଶିଶୁ ନିଖୋଜ ହୋଇଯାଇଥିଲେ | ଏନେଇ ପରିବାର ଲୋକେ ଇନଫୋସିଟି ଥାନାରେ ଏତଲା ଦେଇଥିଲେ | ଗତକାଲି ଭଦ୍ରକ ରେଳ ଷ୍ଟେସନରୁ ଦୁଇ ଶିଶୁଙ୍କୁ ଭଦ୍ରକ CWC ଉଦ୍ଧାର କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.