ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ ଗିରଫ, ଦାମୀ କାର୍ ସହ ୧୪ କେଜି ଗଞ୍ଜେଇ ଜବତ

Published By : Prameya-News7 Bureau | November 03, 2020 IST

ଭୁବନେଶ୍ବର ୩।୧୧: ଭୁବନେଶ୍ବର ବାଙ୍କୁଆଳ ରାସ୍ତା ନିକଟରୁ ଜବତ ହେଲା ଗଞ୍ଜେଇ । ଦାମୀ କାର୍‌ ସହ ଗଞ୍ଜେଇ ଜବତ କରିଛି ସହିଦ ନଗର ଥାନା ପୋଲିସ । ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ ଜଣ ଗିରଫ ହୋଇଛନ୍ତି ।

{"id":355551,"sizeSlug":"large"}

ଗିରଫ ଦୁଇ ଜଣ କନ୍ଧମାଳର ସତୀଶ ପ୍ରଧାନ ଏବଂ ଭୁବନେଶ୍ବରର ସୁଶାନ୍ତ ସାହୁ । ସେମାନଙ୍କରଠାରୁ ୧୪ କେଜି ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ କନ୍ଧମାଳରୁ ଭୁବନେଶ୍ବରକୁ ଚାଲାଣ ହେଉଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.