ନକଲି ଭୋଟର ପରିଚୟ ପତ୍ର ଦେଇ ଜମି ବିକ୍ରି ଘଟଣାରେ ଦୁଇ ଜଣ ଗିରଫ

Published By : Prameya-News7 Bureau | May 13, 2019 IST

ସାଲେପୁର ୧୩\୫ : ନକଲି ଭୋଟର ପରିଚୟ ପତ୍ର ଦେଇ ସିହଂମାପୁର ଗାଁର ଜମିକୁ ସାଲେପୁର ସବ ରେଜିଷ୍ଟାର ଅଫିସରେ ବିକିବା ଘଟଣାରେ ଆଜି ସାଲେପୁର ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ନକଲି କୈଳାସ ନାୟକ ସାଜି ଜମି ବିକ୍ରି କରିଥିଲା । ଧାନମଣ୍ଡଳ ଅଞ୍ଚଳର ତ୍ରୀଲୋଚନ ବରାଳ ଓ କବଲା ଲେଖକ ପ୍ରସନ୍ନ ଦାଶଙ୍କୁ ଗିରଫ କରି ପଚରାଉଚୁରା କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.