Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନକଲି ଭୋଟର ପରିଚୟ ପତ୍ର ଦେଇ ଜମି ବିକ୍ରି ଘଟଣାରେ ଦୁଇ ଜଣ ଗିରଫ

13/05/2019 at 10:15 AM

ସାଲେପୁର ୧୩\୫ : ନକଲି ଭୋଟର ପରିଚୟ ପତ୍ର ଦେଇ ସିହଂମାପୁର ଗାଁର ଜମିକୁ ସାଲେପୁର ସବ ରେଜିଷ୍ଟାର ଅଫିସରେ ବିକିବା ଘଟଣାରେ ଆଜି ସାଲେପୁର ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ନକଲି କୈଳାସ ନାୟକ ସାଜି ଜମି ବିକ୍ରି କରିଥିଲା । ଧାନମଣ୍ଡଳ ଅଞ୍ଚଳର ତ୍ରୀଲୋଚନ ବରାଳ ଓ କବଲା ଲେଖକ ପ୍ରସନ୍ନ ଦାଶଙ୍କୁ ଗିରଫ କରି ପଚରାଉଚୁରା କରୁଛି ପୋଲିସ ।

   Related Posts