ଟିଟୋ ଲିଙ୍କ୍ ରେ ଅଟକ ଥିବା ୮ ଜଣଙ୍କ ମଧ୍ୟରୁ ୨ ଗିରଫ

Published By : Prameya-News7 Bureau | July 18, 2018 IST

ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍ ମାମଲାରେ ଅଟକ ଥିବା ୮ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ | ଗିରଫ ଦୁଇଜଣ ହେଲେ ଗୋଲଡେନ୍ ପପୁ ଓ ଶେକ୍ ଅବଦୁଲ୍ଲା | ଅଟକ ଥିବା ୮ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ଛାଡିଦେଇଛି ଏସ୍ଟିଏଫ୍ |ଆବଶ୍ୟକ ପଡିଲେ ଆଉ ଧରି ଡାକି ପଚରାଉଚରା କରାଯିବ ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏସଟିଏଫ୍ ଆଇଜି ହିମାଂଶୁ ଲାଲ୍ | ଗତକାଲି କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଟିଟୋର ୮ଜଣ ସହଯୋଗୀଙ୍କୁ ଉଠାଇନେଇ ପଚରାଉଚୁରା କରିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.