ବାଘ ଛାଲ ରାକେଟର ପର୍ଦ୍ଦାଫାଶ : ୨ବେପାରୀ ଗିରଫ
8/06/2020 at 11:46 AM

ନୟାଗଡ ୮/୬: ବାଘ ଛାଲ ରାକେଟର ପର୍ଦ୍ଦାଫାଶ କଲା କ୍ରାଇମବ୍ରାଞ୍ଚ STF । ୨ଟି କଲରା ପତରିଆ ବାଛ ଛାଲ ଓ ହରିଣ ଛାଲ ଜବତ କରାଯାଇଛି ।

ନୟାଗଡ ଜିଲ୍ଲା ଦଶପଲ୍ଲା ଅଞ୍ଚଳରୁ ଜବତ କଲା STF । ବାଘ ଛାଲ ରାକେଟ ଅଭିଯୋଗରେ ୨ବେପାରୀଙ୍କୁ ଗିରଫ କରାଯାଇଛି ।
Related Posts
୫ବର୍ଷ ଶିଶୁର କାଟି ଦେଲା ଗଳା, ଦୁର୍ବୃତ୍ତକୁ କାବୁ କଲେ ଗ୍ରାମବାସୀ
28 January 2021