Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଜିଏସ୍‌ଟି ଠକେଇ କରି ଖସି ଯାଉଥିବା ୨ଟି ଗାଡି ଜବତ, ୨ ଗିରଫ

15/01/2021 at 1:05 PM

ରାଉରକେଲା୧୫/୧: ଜିଏସ୍‌ଟି ଠକେଇ କରି ଲୁଟ୍ କରି ଖସି ପଳାଇବାକୁ ଚେଷ୍ଟା କରୁଥିବା ୨ଟି ପାମୋଲିବ ଅଏଲ ଗାଡ଼ି ଜବତ। କେନ୍ଦୁଝର ତେଲକୋଇ ଠାରେ ହଳଦିଆରୁ ଯାଉଥିବା ଦୁଇଟି ପାମୋଲିବ ଓଏଲର ଗାଡିର ଡ୍ରାଇଭରଙ୍କୁ ମାଡ ମାରି ଜଙ୍ଗଲରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ।

ସେହି ୨ ଜଣ ଦୁର୍ବୃତ୍ତ ମୟୂରଭଞ୍ଜର ନିଶାବ ଏଣ୍ଟରପ୍ରାଇଜେସ ନାମକ ଏକ ଫେକ କମ୍ପାନୀର ଫେକ୍ ଜିଏସଟି ଜରିଆରେ ବିହାର ଅଭିମୁଖେ ଖସି ଯିବା ବେଳେ ଏହି ଗାଡିକୁ ଜବତ ରାଉରକେଲା ଜିଏସଟି ଜବତ କରିଛି। ଗାଡି ୨ଟିକୁ ଧରିବା ସହ ଦୁଇଜଣ ଲୁଟେରା ଡ୍ରାଇଭରକୁ ଧରି କୁଆଁରମୁଣ୍ଡା ଥାନାରେ ଅଟକ ରଖିଛି ସ୍ବତନ୍ତ୍ର ଜିଏସ୍‌ଟି ଟିମ। ପଚରାଉଚରା ସହ ଅଧିକ ତଦନ୍ତ ଜାରି ରଖିଛି।

   Related Posts