Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

୧୪୩ଟି ଠକେଇ ମାମଲାରେ ୨ ଜଣ ଗିରଫ

12/03/2020 at 4:56 PM

ମୁମ୍ବାଇ ୧୨/୦୩ : ଠକେଇ ଅଭିଯୋଗରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ୨ ଜଣଙ୍କୁ ଗିରଫ କରିଛି | ଏହି ୨ ଜଣଙ୍କ ବିରୋଧରେ ୧୪୩ ଟି ଠକେଇ ମାମଲା ଭିନ୍ନ ଭିନ୍ନ ଥାନାରେ ରୁଜ୍ଜୁ ହୋଇଛି | ଦକ୍ଷିଣ ମୁମ୍ବାଇର କ୍ରଫୋର୍ଡ଼ ଅଞ୍ଚଳରେ ପୋଲିସ ବୁଧବାର ଦିନ ଚଢ଼ାଉ କରି ଏହି ୨ ଜଣଙ୍କୁ ଗିରଫ କରିଛି | ଗିରଫ ୨ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ହେଲେ ୪୦ ବର୍ଷ ବୟସ୍କ ନରେଶ ଜୈଶୱାଲ | ନରେଶଙ୍କ ଘର ମୁମ୍ବାଇ ଚେମ୍ବୁର ଅଞ୍ଚଳରେ | ଅନ୍ୟ ଅଭିଯୁକ୍ତ ହେଲେ ୪୬ ବର୍ଷ ବୟସ୍କ ସଞ୍ଜୟ ମାଙ୍ଗାଡେ | ସଞ୍ଜୟର ଘର ବାନ୍ଦ୍ରା ଅଞ୍ଚଳରେ |

ପୋଲିସ ସୂଚନା ଅନୁଯାୟୀ, ଉଭୟ ଅଭିଯୁକ୍ତ ବିଭିନ୍ନ ସ୍ଥାନକୁ ଜୈ ଲୋକଙ୍କ ସହ ମିଳାମିଶା କରନ୍ତି | ଲୋକଙ୍କୁ ନିଜ କଥାରେ ଲୋକଙ୍କୁ ପ୍ରଭାବିତ କରି ଏବଂ ମଉକାର ଫାଇଦା ଉଠାଇ ତାଙ୍କ ଘରୁ ଟଙ୍କା, ଗହଣା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ନେଇ ଫେରାର ହୋଇଯାନ୍ତି |

ପୋଲିସ ସୂଚନା ଅନୁଯାୟୀ, ଉଭୟ ଅଭିଯୁକ୍ତ ୧୯୯୯ ମସିହାରୁ ଏହି କାର୍ଯ୍ୟରେ ଲିପ୍ତ ଅଛନ୍ତି | ଉଭୟଙ୍କ ବିରୋଧରେ ୩୦ଟି ଥାନାରେ ୧୪୩ଟି ଠକେଇ ମାମଲା ରୁଜ୍ଜୁ ହୋଇଛି |

   Related Posts