ଆଇ ଏଫ ଏଲ ଲୁଟ ଘଟଣା ଆଉ ୨ ଅଭିଯୁକ୍ତ ଗିରଫ
1/12/2020 at 10:29 PM

କଟକ୧/୧୨: କଟକ ଆଇ ଆଇ ଏଫ ଏଲ ଲୁଟ ଘଟଣା ଆଉ ୨ ଅଭିଯୁକ୍ତ ଗିରଫ। ଏହି ଅଭିଯୁକ୍ତଙ୍କ ନାଁରେ ଫେକ୍ ଆକାଉଣ୍ଟ୍ ଜରିଆରେ ଟଙ୍କା ହଡପ କରୁଥିଲା ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟ। ଗିରଫ ଅଭିଯୁକ୍ତ ୨ ଜଣ ହେଲେ ଦେବାଶିଷ ହାଜରା ଓ ନୀଳମଣି ସାହା। ଏହି ୨ ଜଣଙ୍କୁ ମିଶାଇ ଗିରଫ ସଂଖ୍ୟା ୧୩କୁ ବୃଦ୍ଧି।
Related Posts
ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଆରିଥ୍ମିଆ ଚିକିତ୍ସାର ସୁବିଧା ଉପଲବ୍ଧ
19 January 2021
ଗିରଫ ହେଲେ ୨ ଲୁଟେରା, ଏକା ଦେଖି ଲୁଟୁଥିଲେ ଟଙ୍କା ଓ ମୋବାଇଲ୍
19 January 2021