କଟକରେ ଆଇନଜୀବୀ-ପୋଲିସ ବିବାଦ ଘଟଣା : ୨ ଅଭିଯୁକ୍ତ ଗିରଫ
26/09/2018 at 9:49 AM

କଟକ ୨୬|୯: କଟକରେ ଆଇନଜୀବୀ-ପୋଲିସ ବିବାଦ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଦିଲ୍ଲୀପ ସିଂହ ଓ ହୋମଗାର୍ଡ କିଶୋର ଜେନାଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗତ ଅଗଷ୍ଟ ୨୮ରେ ନୂଆପାଟଣା ଛକ ନିକଟରେ ଆଇନଜୀବୀ ଦେବୀ ପ୍ରସାଦ ତ୍ରିପାଠୀଙ୍କୁ ଦୁହେଁ ମାଡ ମାରିଥିଲେ । ପରେ ଆଇନଜୀବୀମାନେ ଆନ୍ଦୋଳନ କରିଥିଲେ । ଗତକାଲି କଟକ ସହରରେ କୌଣସି ସରକାରୀ କାର୍ଯ୍ୟାଳୟକୁ କର୍ମଚାରୀଙ୍କୁ ପ୍ରବେଶ କରାଇ ଦେଇନଥିଲେ ।
Related Posts
ଅପରେସନ୍ ଗ୍ରୀନ କ୍ଲିନ୍, ପୁଣି ୧୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
21 January 2021
ପ୍ରତୀକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
21 January 2021