ବିମାନବନ୍ଦରରୁ ୨.୮କେଜିର ସୁନା ଜବତ, ଜଣେ ଗିରଫ

Published By : Prameya-News7 Bureau | December 29, 2019 IST

ଚେନ୍ନାଇ ୨୯।୧୨: ସୁନା ଚୋରାଚାଲାଣ ବେଳେ ବିମାନବନ୍ଦରରୁ ଜବତ । ତାମିଲନାଡୁର ଚେନ୍ନାଇ ଆନ୍ତଃଜାତୀୟ ବିମାନବନ୍ଦରରୁ ୨.୮କେଜିର ସୁନା ଜବତ କରିଛି କଷ୍ଟମ ବିଭାଗ । ସୁନା ଜବତ ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି କଷ୍ଟମ ବିଭାଗ । ଜବତ ହୋଇଥିବା ସୁନାର ଆନୁମାନିକ ମୁଲ୍ୟ ୧.୧୨କୋଟି ହେବ ବୋଲି ଅନୁମାନ କରାଯାଉଛି । ତେବେ ସୁନା ଚାଳାଣ କେଉଁଠୁ ଆସିଛି ଓ କିପରି ଆସିଛି ତାର ଖୋଲତାଡ କରୁଛି କଷ୍ଟମ ବିଭାଗ । ତେବେ ଏତେ ପରିମାଣର ସୁନା କିପରି ଆସୁଥିଲା ସେନଇ ମଧ୍ୟ ତଦନ୍ତ ଜାରି ରହିଛି ।  

wp:core-embed/twitter {"url":"https://twitter.com/ANI/status/1211227729091158022","type":"rich","providerNameSlug":"twitter","className":""}
https://twitter.com/ANI/status/1211227729091158022
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.