Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା, ଆକାଉଣ୍ଟକୁ ୯୧୦ କୋଟି ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ
  • ||
  • ୫୦୦ ଲୋକଙ୍କୁ ନେଇ ଧୁମଧାମ୍‌ରେ ଚାଲିଥିଲା ବାହାଘର ଭୋଜି, ଚଢଉ କଲେ ତହସିଲଦାର…ଲାଗିଲା ମୋଟା ଅଙ୍କର ଫାଇନ୍
  • ||
  • ୩ ହଜାର ଲିଟର ମଦ ଜବତ, ୬୦ଟି ବସ୍ତାରେ ହେଉଥିଲା ଚାଲାଣ
  • ||
  • ନାଉ କିଆରୀରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ଜଣେ ଗିରଫ
  • ||
  • ଚେତୁ ନାହାଁନ୍ତି ଲୋକେ, ବିନିକା ବଜାରରେ କରୋନା କଟକଣା ବାଟବଣା
  • ||
  • ଚଣ୍ଡିଖୋଲ : ଧଳା ଜହର ରାକେଟ୍‌ର ପର୍ଦ୍ଦାଫାଶ କଲା ସଡକ ଦୁର୍ଘଟଣା, ଜବତ ହେଲା ୯ ଗ୍ରାମ୍ ବ୍ରାଉନସୁଗାର
  • ||
  • ଚଣ୍ଡିଖୋଲ : ଚଳିତ ବର୍ଷ ଫିକା ପଡିଛି ଇଦ୍, ଯାଜପୁରରେ ନିରାଡମ୍ବର ଭାବେ ପାଳିତ ହେଉଛି ଉଦ୍-ଉଲ୍-ଫିତର
  • ||
  • ତେଲକୋଇ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ସ୍ତ୍ରୀ ଗୁରୁତର, ସ୍ବାମୀ ଆହତ
  • ||
  • ନୂଆଦିଲ୍ଲୀ : ଆପ୍ ନେତା ଜରନେଲ୍ ସିଂହଙ୍କ କରୋନାରେ ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର ; ଏକାମ୍ର କ୍ଷେତ୍ରରେ ବ୍ୟାପକ ପ୍ରସ୍ତୁତି

30/07/2018 at 6:01 AM

ଆଜି ଶ୍ରାବଣ ମାସର ପ୍ରଥମ ସୋମାବାର।ଶ୍ରାବଣ ମାସର ପ୍ରଥମ ସୋମବାର କୁ ନେଇ କାଉଡିଅା ମାନେ କଟକ ଗଡ ଗଡିଅା ସମେତ ବିଭିନ୍ନ୍ ଜଳାଶୟରୁ ଭାରରେ ପାଣି ଉଠାଇଛନ୍ତି। ବିଶେଷ କରି କଟକ ଗଡଗଡିଅା ବାହିଙ୍ଗିରେ ପାଣି ଉଠାଇ କାଉଠଡିଅାମାନେ ମହାପ୍ରଭ ଲିଙ୍ଗରାଜ ମନ୍ଦିରେ ଜଳ ଲାଗି କରିବେ। ଚାଲି ଚାଲି ଯାଉଥିବା କାଉଡିଅାମ ମାନଙ୍କ ପାଇଁ ରାଜଧାନୀର ବିଭିନ୍ନ୍ ଛ‌ରେ କାୁଡିଅା ମାନଙ୍କ ପାଇଁ ବିଭିନ୍ନ୍ ସଂଗଠନ ମାନଙ୍କପକ୍ଷରୁ ବିଳମ୍ବିତ ରାତ୍ରିରେ ମାଗଣା ସେବା ଯୋଗାଇ ଦିଅାଯାଉଛି। ବିଭିନ୍ନି ସଂଗଠନ ଦିଅାଯାଉତିବା ଏହି ମାଗଣା ସେବାକୁ କାଉଇଡିଅା ପ୍ରଶଂସା କରିଥିବା ବେଳେ କାଉ ଡିଅା ମାନଙ୍କୁ ସେଦବା ଯୋଗାଇ ଧନ୍ୟମଣୁଛନ୍ତି ବୋଲି କହିଛନ୍ତି ସେବା ପ୍ରଦାନକାରୀ।

   Related Posts