ଆଜି ଶ୍ରାବଣ ମାସର ପ୍ରଥମ ସୋମବାର ; ଏକାମ୍ର କ୍ଷେତ୍ରରେ ବ୍ୟାପକ ପ୍ରସ୍ତୁତି

Published By : Prameya-News7 Bureau | July 30, 2018 IST

ଆଜି ଶ୍ରାବଣ ମାସର ପ୍ରଥମ ସୋମାବାର।ଶ୍ରାବଣ ମାସର ପ୍ରଥମ ସୋମବାର କୁ ନେଇ କାଉଡିଅା ମାନେ କଟକ ଗଡ ଗଡିଅା ସମେତ ବିଭିନ୍ନ୍ ଜଳାଶୟରୁ ଭାରରେ ପାଣି ଉଠାଇଛନ୍ତି। ବିଶେଷ କରି କଟକ ଗଡଗଡିଅା ବାହିଙ୍ଗିରେ ପାଣି ଉଠାଇ କାଉଠଡିଅାମାନେ ମହାପ୍ରଭ ଲିଙ୍ଗରାଜ ମନ୍ଦିରେ ଜଳ ଲାଗି କରିବେ। ଚାଲି ଚାଲି ଯାଉଥିବା କାଉଡିଅାମ ମାନଙ୍କ ପାଇଁ ରାଜଧାନୀର ବିଭିନ୍ନ୍ ଛ‌ରେ କାୁଡିଅା ମାନଙ୍କ ପାଇଁ ବିଭିନ୍ନ୍ ସଂଗଠନ ମାନଙ୍କପକ୍ଷରୁ ବିଳମ୍ବିତ ରାତ୍ରିରେ ମାଗଣା ସେବା ଯୋଗାଇ ଦିଅାଯାଉଛି। ବିଭିନ୍ନି ସଂଗଠନ ଦିଅାଯାଉତିବା ଏହି ମାଗଣା ସେବାକୁ କାଉଇଡିଅା ପ୍ରଶଂସା କରିଥିବା ବେଳେ କାଉ ଡିଅା ମାନଙ୍କୁ ସେଦବା ଯୋଗାଇ ଧନ୍ୟମଣୁଛନ୍ତି ବୋଲି କହିଛନ୍ତି ସେବା ପ୍ରଦାନକାରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.