Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ଭୁବନେଶ୍ବର ବିମାନ ବନ୍ଦରରୁ ଜବତ ହେଲା ୧କିଲୋ ୩୦୦ଗ୍ରାମ ସୁନା

14/11/2019 at 7:06 PM

ଭୁବନେଶ୍ୱର ୧୪|୧୧: ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଜବତ ହୋଇଛି । ଜବତ ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୫୧ ଲଷ ଟଙ୍କା ବୋଲି କୁହାଯାଉଛି । ୧ କିଲୋ ୩ଶହ ୧୦ ଗ୍ରାମର ସୁନା ଜବତ ହୋଇଛି । କେରଳର ଜଣେ ଯୁବକଙ୍କୁ ଅଟକ ରଖି କଷ୍ଟମସ ବିଭାଗ ଅଧିକାରୀ ପଚରାଉଚରା କରୁଛନ୍ତି ।

ସୁନା କୁଆଲାଲାମ୍ପୁରରୁ ଭୁବନେଶ୍ୱର ଆସିଥିବା ଯାଂଚ ବେଳେ ଜଣାପଡିଛି । ଭୁବନେଶ୍ବର ବିମାନ ବନ୍ଦରରୁ ଲଗାତର ଏଭଳି ସୁନା ଜବତ ହେଉଛି ।

   Related Posts