ଭୁବନେଶ୍ବର ବିମାନ ବନ୍ଦରରୁ ଜବତ ହେଲା ୧କିଲୋ ୩୦୦ଗ୍ରାମ ସୁନା

ଭୁବନେଶ୍ୱର ୧୪|୧୧: ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଜବତ ହୋଇଛି । ଜବତ ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୫୧ ଲଷ ଟଙ୍କା ବୋଲି କୁହାଯାଉଛି । ୧ କିଲୋ ୩ଶହ ୧୦ ଗ୍ରାମର ସୁନା ଜବତ ହୋଇଛି । କେରଳର ଜଣେ ଯୁବକଙ୍କୁ ଅଟକ ରଖି କଷ୍ଟମସ ବିଭାଗ ଅଧିକାରୀ ପଚରାଉଚରା କରୁଛନ୍ତି ।

ସୁନା କୁଆଲାଲାମ୍ପୁରରୁ ଭୁବନେଶ୍ୱର ଆସିଥିବା ଯାଂଚ ବେଳେ ଜଣାପଡିଛି । ଭୁବନେଶ୍ବର ବିମାନ ବନ୍ଦରରୁ ଲଗାତର ଏଭଳି ସୁନା ଜବତ ହେଉଛି ।

207 Views
ସମ୍ବନ୍ଧିତ ଖବର
ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ
10 December 2019