Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

ରଥଯାତ୍ରା ପାଇଁ ପୁରୀକୁ ଗଡିବ ୧୯୪ଟି ସ୍ବତନ୍ତ୍ର ଟ୍ରେନ୍

26/06/2019 at 2:34 PM

ଭୁବନେଶ୍ବର ୨୬|୬: ରଥଯାତ୍ରା ପାଇଁ ପୁରୀକୁ ଗଡିବ ୧୯୪ଟି ସ୍ବତନ୍ତ୍ର ଟ୍ରେନ୍ । ଜୁଲାଇ ୪ରୁ ୧୩ ଯାଏଁ ଏହି ସବୁ ଟ୍ରେନ ଚାଲିବ । ଯାତ୍ରୀଙ୍କ ସୁବିଧା ପାଇଁ ୬୦ଟି ଅଧିକ ଟିକେଟ କାଉଣ୍ଟର ଖୋଲିଛି । ବ୍ରହ୍ମପୁର, ବାଲୁଗାଁ, ଖୋର୍ଦ୍ଧା, ଭୁବନେଶ୍ବର, କଟକ ଆଦି ବିଭିନ୍ନ ଷ୍ଟେସନରେ ଟିକେଟ କାଉଣ୍ଟର ଖୋଲାଯିବ ।

ପୁରୀରେ ୪ଟି ଅଧିକ ହେଲ୍ପ ଡେକ୍ସ କାଉଣ୍ଟର ଖୋଲିବ । ରେଳ ଷ୍ଟେସନ ଗୁଡିକରେ ରେଲୱେ ପୋଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଭିନ୍ନ ଷ୍ଟେସନରେ  ପିଇବା ପାଣି ସହ ଅସ୍ଥାୟୀ ଫାଷ୍ଟ ଏଡ୍ ସେଣ୍ଟର ଖୋଲାଯିବ । 

ସିସିଟିଭି ମଧ୍ୟ ଲାଗିବ । ଡ୍ରୋନ୍ କ୍ୟାମେରା ମାଧ୍ୟମରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାର ତଦାରଖ ହେବ । ମହିଳା ଓ ଶିଶୁ ମାନଙ୍କ ସୁରକ୍ଷା ଲାଗି ଆରପିଏଫର ସୁଭଦ୍ରା ବାହିନୀ ନିୟୋଜିତ ରହିବେ । ପୂର୍ବତଟ ରେଳପଥ ଖୋର୍ଦ୍ଧା ଡିଭିଜନର ଡିଆରଏମ ଶଶିକାନ୍ତ ସିଂ ସୂଚନା ଦେଇଛନ୍ତି । 

   Related Posts