Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ବେହୋସ କରି ଯୁବତୀଙ୍କୁ ଦୁଷ୍କର୍ମ , ଗୁପ୍ତାଙ୍ଗରେ ଲୁହାରଡ ଭର୍ତ୍ତି କରିଦେଇଥିଲା ଦୁଷ୍କର୍ମକାରୀ

28/01/2020 at 2:31 PM

ମୁମ୍ବାଇ ୨୮।୦୧: କାମୁକଙ୍କ ଆଉ ଏକ ବର୍ବର କାଣ୍ଡ । ଦୁଷ୍କର୍ମ ପରେ ଅତିଅମାନୁଷିକ ନିର୍ଯ୍ୟାତନା । ପୀଡିତା ଏବେ ଅସହ୍ୟ ଯନ୍ତ୍ରଣାରେ କଲବଲ ହେଉଛନ୍ତି । । ମହାରାଷ୍ଟ୍ରର ପାରଡି ଅଞ୍ଚଳରେ ଘଟିଛି ଏଭଳି ଅମାନବୀୟ ଘଟଣା । ଜଣେ ୧୯ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ ଓ ପରେ ଗୁପ୍ତାଙ୍ଗରେ ଲୁହା ରଡ଼ ଭର୍ତ୍ତି କରିଦିଆଯାଇଥିବା ଅଭିଯୋଗ ହୋଇଛି । ପାରଡି ଥାନାରେ ପୀଡିତାଙ୍କ ପରିବାର ପକ୍ଷରୁ ମାମଲା ଦାୟର ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

ପାରାଡି ଥାନା ଅଞ୍ଚଳରେ ପୀଡିତା ମହିଳା, ତାଙ୍କ ଭାଇ ଓ ଦୁଷ୍କର୍ମ ଅଭିଯୁକ୍ତ, ଅନ୍ୟ ଜଣେ ମହିଳା ଭଡା ଘର କରି ରହୁଥିଲେ । ଜାନୁଆରୀ ୨୧ତାରିଖରେ ପୀଡିତାଙ୍କ ଭାଇ ଓ ତାଙ୍କ ମହିଳା ସାଙ୍ଗ କୌଣସି କାମରେ ନିଜ ଗାଁକୁ ଯାଇଥିଲେ ।  ମହିଳା ଜଣଙ୍କ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଅଭିଯୁକ୍ତ ଦୁଷ୍କର୍ମ ଉଦ୍ୟମ କରିଥିଲା । ଯୁବତୀ ଜଣଙ୍କ ଏହାକୁ ପ୍ରବଳ ବିରୋଧ  କରିଥିଲେ । ଅଭିଯୁକ୍ତ ଜଣଙ୍କ ବଳପୂର୍ବକ ଯୁବତୀଙ୍କ ମୁହଁରେ କପଡା ପୁରାଇ ତାଙ୍କୁ ଚୁପ୍ କରାଇଥିଲେ । ତେବେ ପାଟିରେ କପଡା ଭର୍ତ୍ତି ହୋଇଯିବାରୁ ଯୁବତୀ ଜଣଙ୍କ ବେହୋସ ହୋଇଯାଇଥିଲେ । ଯୁବତୀ ଜଣଙ୍କ ବେହାସ ହେବା ପରେ ଅଭିଯୁକ୍ତଜଣଙ୍କ ତାଙ୍କୁ ଦୁଷ୍କର୍ମ କରିଥିଲା , ଏବଂ ପରେ ଯୁବତୀଙ୍କ ଗୁପ୍ତାଙ୍ଗରେ ଲୁହା ରଡ୍ ଭର୍ତ୍ତି କରିଦେଇଥିଲା ।

ଜାନୁଆରୀରେ ୨୪ ତାରିଖରେ ଯୁବତୀ ସମସ୍ତ ଘଟଣା ସମ୍ପର୍କରେ ନିଜ ଭାଇକୁ ଜଣାଇଥିଲେ । ଯୁବତୀଙ୍କ ଭାଇ ପୋଲିସ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ଛାନ୍‌ଭିନ୍ ଆରମ୍ଭ କରିଥିଲା । ଅଭିଯୁକ୍ତକୁ ଗିରଫ ଲାଗି ପୋଲିସ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲା । ଶେଷରେ ଅଭିଯୁକ୍ତ ଯୋଗିଲାଲ୍ ରାହଙ୍ଗଡାଲେ (୫୨) ଗୋନ୍ଦିଆ ଜିଲ୍ଲାରୁ ଗିରଫ କରିଛି ପୋଲିସ । ପୋଲିସ ଅନୁସାରେ ଅଭିଯୁକ୍ତ ଏକ ଚର୍‌ଖା ମିଲ୍‌ରେ ପର୍ଯ୍ୟବେକ୍ଷକ ରୂପେ କାର୍ଯ୍ୟ କରିଆସୁଛି ।

   Related Posts