Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାହାଯ୍ୟ ଆଳରେ ୧୯ବର୍ଷିୟ ଯୁବତୀକୁ ଗଣଦୁଷ୍କର୍ମ : ନା ମାନେ ନା

4/05/2018 at 9:06 AM

ଘଟଣା ଘଟିଛି ହରିୟାଣା ଗୁରଗାଓଁରେ
୧୯ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି ୫ଜଣ କାମୁକ
ଗତ ମଙ୍ଗଳବାର ପୀଡିତା ଅଲିଗଡ଼ ଯିବାକୁ ବସ ଷ୍ଟପରେ ଅପେକ୍ଷା କରିଥିଲେ
ଅଚାନକ ଏକ ଅଟୋ ଚାଳକ ଆସି ଯୁବତୀଙ୍କୁ ବସ ଚାଲିଯାଇଥିବା କହିଥିଲେ
ଟ୍ରେନ ଷ୍ଟେସନରେ ଛାଡିଦେବାକୁ ଭରସା ଦେଇଥିଲା ଅଭିଯୁକ୍ତ
ତେବେ ଅଟୋ ଚାଳକର କଥାରେ ବିଶ୍ୱାସ କରି ଅଟୋରେ ବସିଥିଲେ ଯୁବତୀ
ତେବେ ଯୁବତୀଙ୍କୁ ଷ୍ଟେସନ ନନେଇ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲା ଅଭିଯୁକ୍ତ
ସେଠାରେ ପୂର୍ବ ଯୋଜନା ମୁତାବକ ତାର ୪ଜଣ ସହଯୋଗୀ ଅପେକ୍ଷା କରିଥିଲେ
ଏହାପରେ ଯୁବତୀ ଜଣକୁ ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ
ତେବେ ଘଟଣା ପ୍ରଘଟ ନକରିବାକୁ ଧମକ ଦେଇଥିଲେ ଅଭିଯୁକ୍ତ
ତେବେ ଯୁବତୀ ଜଣକ ସାହସ ଯୁଟାଇ ପୋଲିସକୁ ଏତଲା ଦେଇଥିଲେ ପୀଡିତା
ପୋଲିସ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି

Leave a Reply

   Related Posts