ସାହାଯ୍ୟ ଆଳରେ ୧୯ବର୍ଷିୟ ଯୁବତୀକୁ ଗଣଦୁଷ୍କର୍ମ : ନା ମାନେ ନା

Published By : Prameya-News7 Bureau | May 04, 2018 IST

ଘଟଣା ଘଟିଛି ହରିୟାଣା ଗୁରଗାଓଁରେ ୧୯ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି ୫ଜଣ କାମୁକ ଗତ ମଙ୍ଗଳବାର ପୀଡିତା ଅଲିଗଡ଼ ଯିବାକୁ ବସ ଷ୍ଟପରେ ଅପେକ୍ଷା କରିଥିଲେ ଅଚାନକ ଏକ ଅଟୋ ଚାଳକ ଆସି ଯୁବତୀଙ୍କୁ ବସ ଚାଲିଯାଇଥିବା କହିଥିଲେ ଟ୍ରେନ ଷ୍ଟେସନରେ ଛାଡିଦେବାକୁ ଭରସା ଦେଇଥିଲା ଅଭିଯୁକ୍ତ ତେବେ ଅଟୋ ଚାଳକର କଥାରେ ବିଶ୍ୱାସ କରି ଅଟୋରେ ବସିଥିଲେ ଯୁବତୀ ତେବେ ଯୁବତୀଙ୍କୁ ଷ୍ଟେସନ ନନେଇ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲା ଅଭିଯୁକ୍ତ ସେଠାରେ ପୂର୍ବ ଯୋଜନା ମୁତାବକ ତାର ୪ଜଣ ସହଯୋଗୀ ଅପେକ୍ଷା କରିଥିଲେ ଏହାପରେ ଯୁବତୀ ଜଣକୁ ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ ତେବେ ଘଟଣା ପ୍ରଘଟ ନକରିବାକୁ ଧମକ ଦେଇଥିଲେ ଅଭିଯୁକ୍ତ ତେବେ ଯୁବତୀ ଜଣକ ସାହସ ଯୁଟାଇ ପୋଲିସକୁ ଏତଲା ଦେଇଥିଲେ ପୀଡିତା ପୋଲିସ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.