Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ବିଜେପୁର ଉପନିର୍ବାଚନ ପୂର୍ବରୁ ଟଙ୍କା ଜବତ : ଚେକିଂ ବେଳେ ବ୍ୟବସାୟୀଙ୍କ ଗାଡିରୁ ମିଳିଲା ୧୯ଲକ୍ଷରୁ ଅଧିକ ଟଙ୍କା

11/10/2019 at 8:49 AM

ବରଗଡ ୧୧।୧୦: ବିଜେପୁର ଉପନିର୍ବାଚନ ପୂର୍ବରୁ ଟଙ୍କା ଜବତ । ବରଗଡ ପୋଲିସ ପାଟ୍ରୋଲିଂ ବେଳେ ୧୯ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ କରିଛି । ବରପାଲି ଥାନା ତିନିକାନି ଛକ ନିକଟରୁ ଜବତ କଲା ପୋଲିସ । ବିଜେପୁର ଉପନିର୍ବାଚନ ପାଇଁ ଗାଡି ଚେକିଂ ବେଳେ ଟଙ୍କା ଜବତ ହୋଇଛି ।

ଛତିଶଗଡ ମହାସମୁନ୍ଦ ଥାନା ବାଗବାହାଲ ଗାଁର ବ୍ୟବସାୟୀ ପରାଗ ଅଗ୍ରୱାଲଙ୍କ ଗାଡିରୁ ୧୯ ଲକ୍ଷ ୧ ହଜାର ୭ଶହ ଟଙ୍କା ଜବତ ହୋଇଛି । ପଚରାଉଚରା ପରେ ବ୍ୟବସାୟୀ ପରାଗଙ୍କୁ ଛାଡିଦେଇଛି ପୋଲିସ ।

   Related Posts