Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଦୁର୍ବୃତ୍ତମାନେ ବନ୍ଧୁକ ମୁନରେ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଲୁଟିନେଲେ ୧୯ଲକ୍ଷ ଟଙ୍କା

12/09/2018 at 1:15 AM

ବଲାଙ୍ଗିର ୧୧/୦୯ : ବନ୍ଧୁକ ମୁନରେ ବ୍ୟାଙ୍କ୍ କର୍ମଚାରୀଙ୍କ ଠାରୁ ଦୁର୍ବୃତ୍ତ ଲୁଟିନେଲେ ୧୯ଲକ୍ଷ ଟଙ୍କା । ବଲାଙ୍ଗିର ଦେଓଗାଁ ନିକଟ ସାରସବାହଲ ବନ୍ଧ ନିକଟରେ ଘଟିଛି ଏହି ଘଟଣା । ତୁଷୁରା ଆନ୍ଧ୍ରବ୍ୟାଙ୍କରୁ ବନ୍ଧପଡ଼ା ବ୍ୟାଙ୍କରୁ ଏକ ମାରୁତି ଭ୍ୟାନ୍ ଯୋଗେ ବ୍ୟାଙ୍କର କ୍ୟାସିୟର ଓ ପିଅନ ଟଙ୍କା ନେଇ ଯାଉଥିବା ବେଳେ ଏକ ମୋଟର ସାଇକେଲ ଆସିଥିବା ୩ଜଣ ଲୁଟେରା ସେମାନଙ୍କୁ ଅଟକାଇଥିଲେ । ଆଉ ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗ୍ ଛଡ଼ାଇ ନେଇଥିଲେ । ବ୍ୟାଙ୍କ କର୍ମଚାରୀଙ୍କ ସମେତ ଭ୍ୟାନର ଡ୍ରାଇଭର ଏଥିରେ ପ୍ରତିବାଦ କରିବାରୁ ଲୁଟେରାମାନେ ସେମାନଙ୍କୁ ନିର୍ଧୁମ୍ ପିଟିଥିଲେ । ଲୁଟେରାଙ୍କ ମାଡ଼ରେ ଭ୍ୟାନ୍ ର ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି । ଲୁଟ୍ କରିବାକୁ ଆସିଥିବା ସମସ୍ତ ଦୁର୍ବୃତ୍ତ ମୁହଁରେ ମୁଖା ପିନ୍ଧିଥିଲେ ବୋଲି ଅଭିଯୋଗ ହୋଇଛି ।

   Related Posts