Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଆତଙ୍କୀ ଶିବିରରୁ ଗିରଫ ହେଲେ ୧୮୬ ଆତଙ୍କୀ, ବଡ଼ ଧରଣର ଅଘଟଣ ପାଇଁ କରୁଥିଲେ ମସୁଧା

17/02/2019 at 6:48 PM

ଆଜିକା ଦିନରେ ବିଶ୍ଵରେ ସବୁଠୁ ବଡ଼ ସମାସ୍ୟା ହେଲେ ଆତଙ୍କବାଦ ସମାସ୍ୟା । ଦେଶରେ ହିଂସା, ଅରାଜକତା ଓ ନିଜର କର୍ତ୍ତୃତ୍ଵ ଜାହିର କରିବାକୁ ମୁସଲମାନ ମୌଳବାଦୀମାନେ ଚଲାଇଥବା ଏହି ହିଂସାତ୍ମକ ପକ୍ରିୟା ସାରାବିଶ୍ଵକୁ ଧ୍ଵଂସ ଭିତରକୁ ଟାଣି ନେଉଛି ସିନା ଶାନ୍ତି ପାଇଁ କିଛି ବାଟ ଫିଟିପାରୁନି ।

କୌଣସିଦେଶ ଆତଙ୍କବାଦୀଙ୍କ କବଳରୁ ପାଇପାରିନାହିଁ ରକ୍ଷା । ନିକଟରେ ଇରାକର ବାଗଦାଦରୁ ପ୍ରଶିକ୍ଷଣ ନେଇ ଆତଙ୍କୀ ହମାଲା ପାଇଁ ବାହାରିଥିବା ୧୮୬ଜଣ ଆତଙ୍କୀକୁ ସୀମାରୁ ଗିରଫ କରିଛି ଇରାକ । ବାଗଦାଦ ଅପରେସନ କମାଣ୍ଡୋର ପ୍ରବକ୍ତା ସାଜ୍ ମାନ  ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।

ଏହି ଆତଙ୍କୀମାନେ ଅଲମନ ନିମ୍ର ଜନଜାତିଙ୍କୁ କିଛିଦିନ ତଳେ କରିଥିଲେ ଗଣହତ୍ୟା । ଏହାପରେ ବଡ଼ ଆତଙ୍କୀ ହମାଲା ପାଇଁ ପ୍ରସ୍ତୁତି ଚଳାଇଥିବାବେଳେ ଇରାକର ସୀମାରୁ ହୋଇଛନ୍ତି ଗିରଫ ।

ବିଭିନ୍ନ ଆତଙ୍କୀ ଶିବିରରୁ ପ୍ରଶିକ୍ଷଣ ସାରି ଆତଙ୍କବାଦ ପାଇଁ ବ୍ଲୁ ପ୍ରିଣ୍ଟ ଚଳାଇଥବାବେଳେ ଧରାପଡ଼ିବା ବିଶ୍ଵପାଇଁ ଟିକେ ଆସ୍ଵସ୍ତି ମିଳିପାରେ କିନ୍ତୁ ସାମାଧାନ ମିଳିପାରିନାହିଁ ।

   Related Posts