Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୭ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||

ଓଡିଶା ସୀମାନ୍ତରୁ ଗଞ୍ଜେଇ ଜବତ, ୨ ଗିରଫ

4/09/2019 at 10:15 AM

ରାଉରକେଲା ୪୯: ଓଡିଶା ସୀମାନ୍ତରୁ ଦୁଇ ବେଆଇନ ଗଞ୍ଜେଇ ବେପାରୀଙ୍କୁ ଗିରଫ କଲା ଝାଡଖଣ୍ଡ ପୋଲିସ । ଗିରଫ ୨ଜଣ ହେଲେ ଫରିଦାବାଦ ର ରୁଷମ ଯାଦବ ଏବଂ ବିହାରର ଗନ୍ଦୁ ଚୌଧରୀ । ସେମାନଙ୍କ ନିକଟରୁ ପ୍ରାୟ ୧୮୦ କିଲୋ ଗଞ୍ଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ।

ଏକ ବୋଲେର ଗାଡିର ପଛ ସିଟ୍ ତଳେ ରଖି ଏହି ସବୁ ଗଞ୍ଜେଇ ଚାଲାଣ ହେଉଥିଲା । ଚାଲାଣ ବେଳେ ଚୋରା ଗଞ୍ଜେଇ ସହ ୨ ବେପାରୀକୁ ଧରିଛି ଝାଡଖଣ୍ଡ ପୋଲିସ । ଓଡିଶାର ଅନୁଗୁଳ ଜିଲ୍ଲାରୁ ଏହି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଯାଞ୍ଚ ବେଳେ ଜଣାପଡିଛି ।

ଓଡ଼ିଶା ଦେଇ ଝାରଖଣ୍ଡ ଏବଂ ବିହାରକୁ ବଢୁଛି ବେଆଇନ ଗଞ୍ଜେଇ ବେପାର ।  କେବଳ ଗଞ୍ଜେଇ ନୁହେଁ ଡ୍ରଗ୍ସ ପରି ନିଶା ଦ୍ରବ୍ୟର ସୁରକ୍ଷିତ ରାସ୍ତା ପାଲଟିଛି ଓଡିଶାରୁ ଝାଡ଼ଖଣ୍ଡ ବିହାର ଭାୟା ସୁନ୍ଦରଗଡ ଜିଲ୍ଲା ।

   Related Posts