Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ନିଖୋଜ ଯୁବତୀଙ୍କ ମିଳୁନି ପତ୍ତା, ଏସପିଙ୍କୁ ନିବେଦନ କଲେ ପରିବାର

7/06/2021 at 1:50 PM

ଚଣ୍ଡୀଖୋଲ ୭/୬ : ପାଖାପାଖି ୨ମାସ ହେବ ନିଖୋଜ ଥିବା ଜଣେ ଯୁବତୀଙ୍କର ପତ୍ତା ମିଳୁନି । ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଲା ଜେନାପୁର ଥାନା ଡଙ୍କାରୀ ଗାଁରେ । ଡଙ୍କାରୀ ଗାଁର ଗଣେଶ୍ବର ବେହେରାଙ୍କ ୧୮ ବର୍ଷୀୟ ଝିଅ ଲିପା ବେହେରା ଗତ ଏପ୍ରିଲ ୧୯ ତାରିଖ ଦିନ ଚଣ୍ଡୀଖୋଲକୁ କମ୍ପ୍ୟୁଟର ଶିଖିବାକୁ ଯାଇ ନିଖୋଜ ହୋଇଯାଇଛନ୍ତି । ତେବେ ଏ ନେଇ ପରିବାର ପକ୍ଷରୁ ଲିପାଙ୍କ ମା ମଂଜୁଲତା ବେହେରା ଜେନାପୁର ଥାନାରେ ଏତାଲା ଦେଇଥିଲେ ମଧ୍ୟ ପୋଲିସ ପକ୍ଷରୁ ଯୁବତୀଙ୍କୁ ଠାବ କରାଯିବା ନେଇ ତତ୍ପରତା ପ୍ରକାଶ ପାଇନାହିଁ । ଏ ନେଇ ଲିପାଙ୍କ ବାପା ଗଣେଶ୍ୱର ଗଣମାଧ୍ୟମ ଜରିଆରେ ଯାଜପୁର ଏସପି ରାହୁଲ ପିଆରଙ୍କୁ ଆକୁଳ ନିବେଦନ କରିଛନ୍ତି ଝିଅକୁ ଉଦ୍ଧାର କରିବା ପାଇଁ ।

   Related Posts