Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

କଟକରେ ୭୧ ମେଢରେ ପୂଜା ପାଇବେ ମା’ କାଳୀ, ସହରରେ ମୁତୟନ ହେବେ ୧୮ପ୍ଲାଟୁନ ପୋଲିସ ଫୋର୍ସ

3/11/2021 at 6:21 PM

କଟକ ୩।୧୧: କଟକ ସହରରେ କାଳୀ ପୂଜା ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ସହରରେ ଏଥର ମୋଟ ୭୧ ମେଢ ପୂଜା ପାଇବେ। ୬ ତାରିଖରେ ମା କାଳୀଙ୍କର ଭଷାଣ ହେବ। ସହରରେ କାଳୀ ପୂଜା ପାଇଁ ୧୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ୧୦୪ ଅଫିସର, ୧୭୧ ଏପିଆର, ୧୨୦ ହୋମଗାର୍ଡ ନିୟୋଜିତ ହେବେ । ୧୪ଏଡ୍ ପୋଷ୍ଟ ରହିବ। ଏଥର କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଗ୍ରୀନ୍ କ୍ରାକର ଫୁଟାଇ ପାରିବେ ସହରବାସୀ ।  ରାତି ୮ରୁ ୧୦ ବାଣ ଫୁଟାଇବେ। ବେଆଇନ ବାଣ ଫୁଟା ରୋକିବାକୁ ୪ ସ୍ଥାନରେ ଚଡାଉ ହୋଇଛି ବୋଲି କଟକ ଡିସିପି ପ୍ରତୀକ ସିଂ କହିଛନ୍ତି ।

   Related Posts