Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

୧୮ଜଣଙ୍କୁ ଆତଙ୍କବାଦୀ ଘୋଷଣା, ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏମାନେ ପାକିସ୍ତାନ ସହିତ ଜଡିତ

27/10/2020 at 1:57 PM

ନୂଆଦିଲ୍ଲୀ ୨୭।୧୦: ପୁଣି ଥରେ ଆତଙ୍କୀଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ । ୧୮ ବ୍ୟକ୍ତିଙ୍କ ଆତଙ୍କବାଦୀ ଘୋଷଣା କଲେ ସରକାର । କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଆତଙ୍କୀଙ୍କ ଏହି ତାଲିକା ଘୋଷଣା କରାଯାଇଛି । ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ଏମାନଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଛି ।

ବେଆଇନ୍‌ କାର୍ଯ୍ୟକଳାପ ଲିପ୍ତ ୧୯୬୭ ଆଇନ ଅନୁସାରେ ଏମାନଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଛି । ତେବେ ଘୋଷଣା କରାଯାଇଥିବା ଆତଙ୍କୀଙ୍କ ମଧ୍ୟରେ ଅବଦୁର ରେହମାନ ମକୃ, ସାହିଦ ମେହେମୁଦ, ଆବୁ ସୁଫିୟାନ, ମୁଫ୍‌ତି ଅସଗର, ଇବ୍ରାହିମ୍‌ ଆଥହର, ଇବ୍ରାହିମ୍‌ ମେନନ, ସାହିଦ ଲତିଫ୍‌, ସୟଦ ସଲ୍ଲାଉଦ୍ଦିନ, ଗୁଲାମ ନବି ଖାନ୍‌, ଜଫର ହୁସେନ ଭଟ୍ଟ, ସାହା ରିୟାଜ୍‌ ଅହମ୍ମଦ, ଏମ୍‌ଡି ଇକବାଲ୍‌, ଛୋଟା ସକିଲ, ମହମ୍ମଦ ଆନିସ ଶେଖ୍‌ଙ୍କ ନାଁ ରହିଛି । ସମସ୍ତ ବ୍ୟକ୍ତି ପାକିସ୍ତାନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିତ ରହିଛନ୍ତି ।  

   Related Posts