Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ରେଲଓ୍ବେ ଷ୍ଟେସନରୁ ୧୮କିଲୋ ଗଞ୍ଜେଇ ଜବତ, ଦୁଇ ଗିରଫ

4/02/2019 at 8:56 AM

ସୋର ୪|୨: ବାଲେଶ୍ବର ଜିଲ୍ଲା ସୋର ଷ୍ଟେସନରୁ ୧୮ କିଲୋ ଗଞ୍ଜେଇ ଜବତ କରିଛି ପୋଲିସ। ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗତକାଲି ରାତିରେ କୋଲକାତାରୁ ଜଗନ୍ନାଥ ଅପ୍ ଟ୍ରେନ୍ ଯୋଗେ ଅଭିଯୁକ୍ତ ଦୁଇ ଜଣ ସୋର ଷ୍ଟେସନରେ ଗଞ୍ଜେଇ ଧରି ଓହ୍ଲାଇଥିଲେ। ଅଟୋ ଯୋଗେ ଉଭୟ ଯିବା ବେଳେ ଖବର ପାଇ ସୋର ଥାନା ଆଇଆଇସି କ୍ଷମାସାଗର ପଣ୍ଡା, ସବ୍ ଇନ୍ସପେକ୍ଟର ବଂଶୀଧର ପ୍ରଧାନ ଚଢାଉ କରି ଉଭୟଙ୍କ ଠାରୁ ଗଞ୍ଜେଇ ଥିବା ବ୍ୟାଗକୁ ଜବତ କରିଥିଲେ। ଏସଡିପିଓ ପ୍ରଭାସ ପାଲ ତଦନ୍ତ କରି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି।  

   Related Posts