କରଞ୍ଜିଆରେ ମାତିଲେ ଗଜରାଜ : ଆମ୍ୱତୋଟାରେ ଝାଡଖଣ୍ଡୀ ହାତୀପଲ, ଆତଙ୍କିତ ଲୋକେ

Published By : Prameya-News7 Bureau | July 09, 2021 IST

କରଞ୍ଜିଆ ୯/୭: ପୁଣି ବାହୁଡ଼ିଲେ ଝାଡ଼ଖଣ୍ଡି ହାତୀପଲ । ଗତକାଲି ରାତିରେ ବୈତରଣୀ ନଦୀ ପାରହୋଇ ଆସିଥିବା ସୂଚନା । କରଞ୍ଜିଆ ବନାଞ୍ଚଳ ଖିଚିଂ ନିକଟ ପାର୍ବତୀ ପୁର ଗାଁ ଗୋଟିଏ ଅସ୍ଥାୟୀ ଘର ଭାଙ୍ଗିବା ସହ ବର୍ତ୍ତମାନ ଗାଁ ଆମ୍ବତୋଟାରେ ରହିଛନ୍ତି ୧୮ ଟିକିଆ ଝାଡ଼ଖଣ୍ଡି ହାତୀପଲ । ଗାଁ ନିକଟରେ ହାତୀପଲ ରହୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ,ବନବିଭାଗ ତରଫରୁ ହାତୀଘଉଡାଇବା ଉଦ୍ୟମ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.