Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରଞ୍ଜିଆରେ ମାତିଲେ ଗଜରାଜ : ଆମ୍ୱତୋଟାରେ ଝାଡଖଣ୍ଡୀ ହାତୀପଲ, ଆତଙ୍କିତ ଲୋକେ

9/07/2021 at 8:51 AM

କରଞ୍ଜିଆ ୯/୭: ପୁଣି ବାହୁଡ଼ିଲେ ଝାଡ଼ଖଣ୍ଡି ହାତୀପଲ । ଗତକାଲି ରାତିରେ ବୈତରଣୀ ନଦୀ ପାରହୋଇ ଆସିଥିବା ସୂଚନା । କରଞ୍ଜିଆ ବନାଞ୍ଚଳ ଖିଚିଂ ନିକଟ ପାର୍ବତୀ ପୁର ଗାଁ ଗୋଟିଏ ଅସ୍ଥାୟୀ ଘର ଭାଙ୍ଗିବା ସହ ବର୍ତ୍ତମାନ ଗାଁ ଆମ୍ବତୋଟାରେ ରହିଛନ୍ତି ୧୮ ଟିକିଆ ଝାଡ଼ଖଣ୍ଡି ହାତୀପଲ । ଗାଁ ନିକଟରେ ହାତୀପଲ ରହୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ,ବନବିଭାଗ ତରଫରୁ ହାତୀଘଉଡାଇବା ଉଦ୍ୟମ ଜାରି ରହିଛି ।

   Related Posts