Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

ଶିମିଳିପାଳ ଅଞ୍ଚଳରୁ ସାଢେ ୧୮ ଫୁଟ୍‌ର ଅହିରାଜ ଉଦ୍ଧାର

7/12/2018 at 3:05 PM

ମୟୁରଭଞ୍ଜ ୦୭|୧୨: ଶିମିଳିପାଳ ନିଟକ ଅଞ୍ଚଳରୁ ପ୍ରାୟ ୧୮ଫୁଟ ୭ଇଞ୍ଚର ବିଶାଳ ଅହିରାଜ ସାପ ଉଦ୍ଧାର ହୋଇଛି। ମୟୁରଭଞ୍ଜ ଡୁକୁରା ରେଞ୍ଜ ବଡପଥରା ପଞ୍ଚୟତର ବାଲିପାଳ ଗାଁରେ ଏହି ବିରଳ ସାପ ଉଦ୍ଧାର କରାଯାଇଛି।ବାଲିପାଳ ଗାଁର ରୁହିୟା ସିଂଙ୍କ ଘର ଭିତରକୁ ସାପଟି ପଶିଆସିଥିଲା । ଖବର ପାଇ ଏସଟିଆରର ଏକ ଟିମ୍ସାପ ଉଦ୍ଧାରକାରୀ କୃଷ୍ଣଚନ୍ଦ୍ର ଗୋଚ୍ଛାୟତଙ୍କ ସହାୟତାରେ ସାପଟିକୁ ଉଦ୍ଧାର କରିଥିଲେ। ଶିମିଳିପାଳଅଭୟାରଣ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାର କରାଯାଇ ଥିବା ସମସ୍ତ ଅହିରାଜ ଠାରୁ ଏହା ବଡ ବୋଲିଜଣାପଡିଛି। ବର୍ଷେ ପୂର୍ବରୁ ଡୁକୁରା ରେଞ୍ଜର ସୁବର୍ଣ୍ଣମଞ୍ଜରୀ ନିକଟବର୍ତ୍ତୀ ଅଞ୍ଚଳରୁ କୃଷ୍ଣଚନ୍ଦ୍ରଏକ ୧୮ଫୁଟର ଅହିରାଜ ଉଦ୍ଧାର କରିଥିଲେ । ସାପଟିର ସ୍ବାସ୍ଥ୍ୟ ପରୀକ୍ଷା  ପରେ ପୁଣି ଶିମିଳିପାଳର ଆଭ୍ୟନ୍ତରୀଣ ସ୍ଥାନରେ ଛାଡିଦିଆଯାଇଛି।

   Related Posts