Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ତୃତୀୟ ପର୍ଯ୍ୟାୟ ମତଦାନ : ଦିନ ୧୧ଟା ସୁଦ୍ଧା ଓଡିଶାରେ ୧୮.୫୮ପ୍ରତିଶତ ଭୋଟିଂ

23/04/2019 at 11:31 AM

ଭୁବନେଶ୍ବର ୨୩|୪: ଓଡିଶାରେ ଦିନ ୧୧ଟା  ସୁଦ୍ଧା ୧୮.୫୮ପ୍ରତିଶତ ମତଦାନ ହୋଇଛି । କଟକରେ ୧୮.୪୮, ପୁରୀରେ ୧୭.୫୮, ଭୁବନେଶ୍ବର ୮.୬୮ପ୍ରତିଶତ ମତଦାନ ହୋଇଛି ।

ସକାଳ ୯ଟା ସୁଦ୍ଧା ୬ପ୍ରତିଶତ ମତଦାନ ହୋଇଥିଲା । ଅନୁଗୋଳରେ ସକାଳ ୯ଟା ସୁଦ୍ଧା ୯ପ୍ରତିଶତ ମତଦାନ ହୋଇଥିଲା । ଆଠମଲ୍ଲିକ ୧୩ ପ୍ରତିଶତ, ପାଲଲହଡା ୫ ପ୍ରତିଶତ ମତାଦାନ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲାରେ ଜୟଦେବରେ ୭.୨୦ ପ୍ରତିଶତ, ବେଗୁନିଆରେ ୭.୨୦ ପ୍ରତିଶତ, ଖୋର୍ଦ୍ଧାରେ ୪ ପ୍ରତିଶତ, ଚିଲିକା ୮ପ୍ରତିଶତ, ଜଟଣୀ ୨.୩୦ ପ୍ରତିଶତ ମତଦାନ ହୋଇଥିଲା । ଭୁବନେଶ୍ବର ମଧ୍ୟ ୩.୪୬ ପ୍ରତିଶତ, ଭୁବନେଶ୍ବର ଉତ୍ତର ୨.୮୬ ପ୍ରତିଶତ, ଭୁବନେଶ୍ବର ଏକାମ୍ର ୩.୨୦ ପ୍ରତିଶତ ମତଦାନ ହୋଇଥିଲା

ସୂଚନାଯୋଗ୍ୟ ଯେ, ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଓଡ଼ିଶାର ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ବରର ଲୋକସଭା ନିର୍ବାଚନମଣ୍ଡଳୀ ଭୋଟଗ୍ରହଣ ଜାରି ରହିଛି । ଏଥିସହ ୪୨ ବିଧାନସଭା ଆସନରେ ବି ଭୋଟ୍ ଗ୍ରହଣ ।

   Related Posts