ନାବାଳିକାକୁ ଗଣଦୁଷ୍କର୍ମ : ନା ମାନେ ନା
3/05/2018 at 9:52 AM

ପୁଣି ଗଣଦୁଷ୍କର୍ମର ଶିକାର ହୋଇଛି ୧୭ ବର୍ଷୀୟ ନାବାଳିକା
ଘଟଣା ଘଟିଛି ହରିୟାଣା ଖୋଦେବସେଇ ଗାଁରେ
ଲୋକ ଲଜ୍ଜା ସହିନପାରି ଆତ୍ମହତ୍ୟା କରିଛି ନାବାଳିକା
ଘରେ ସୋଇଥିବା ବେଳେ ଅପହରଣ କରିନେଇଥିଲେ ୭ଜଣ ଯୁବକ
ଝିଅଟି ବେହଶ ହେଇଯିବ ପରେ ତାକୁ ଛାଡି ଚାଲିଯାଇଥିଲେ ଦୁର୍ବୁର୍ତ୍ତ
ପରଦିନ ଗାଁଠୁ କିଛି ବାଟରେ ଅଚେତ ଅବସ୍ଥାରେ ଝିଅକୁ ଉଦ୍ଧାର କରିଥିଲେ ପରିବାର ଲୋକେ
ଘଟଣାକୁ ନେଇ ଗାଁରେ ଟାହିଟାପରା ଆରମ୍ଭ କରିଦେଇଥିଲେ ଗାଁ ଲୋକେ
ଯାହା ଫଳରେ ନାବାଳିକା ଜଣକ ଆତ୍ମହତ୍ୟା କରିଥିଲେ
ସ୍ଥାନୀୟ ଥାନାରେ ଘରଲୋକ ଏଫ ଆଇ ଆର ରୁଜ୍ଜୁ କରିଛନ୍ତି
ପୋଲିସ ତଦନ୍ତ ଚଳାଉଛି